ଦେବାଳିଆ ହେଲେ ବିଜୟ ମାଲ୍ୟା; କହିଲେ- ସ୍ତ୍ରୀ ଓ ପିଲାଙ୍କ ରୋଜଗାର ଓ ଧାର କରଜରେ କଟୁଛି ଜୀବନ

ନୂଆଦିଲ୍ଲୀ ୪।୪: ମଦ ସମ୍ରାଟ ବିଜୟ ମାଲ୍ୟା ନିଜର ବ୍ୟାଙ୍କ ଆକାଉଣ୍ଟ ଉପରେ ଭାରତୀୟ ବ୍ୟାଙ୍କର କର ରୋକିବା ପାଇଁ ନିଜ ସୈାଖିନ ଜୀବନକୁ ନ​‌ଷ୍ଟ କରିଦେଲେ। ଯିଏ ମୈାଜ୍ ମଜଲିସ ତଥା ଏକ ଆରାମ ଜୀବନ ବଂଚୁଥିଲା ସିଏ ଏବେ ଦେବାଳିଆ ହୋଇସାରିଛି। ଆଉ ବଂଚିବା ପାଇଁ ନିଜ ସ୍ତ୍ରୀ, ପିଲା, ପରିଚିତ ବ୍ୟବସାୟଙ୍କ ଉପରେ ନିର୍ଭର ହେଉଛି । ଏହି କଥା ଆମେ କହୁନୁ ବିଜୟ ମାଲ୍ୟା ନିଜେ ବ୍ରିଟେନ ଅଦାଳତରେ କହିଛନ୍ତି।

ମନେପକାନ୍ତୁ ଇଏ ସେହି ବିଜୟ ମାଲ୍ୟା ଯିଏ ମାର୍ଚ୍ଚ ୨୬ରେ ଟ୍ବିଟରେ କହିଥିଲେ, ଏୟାରଓ୍ବେକୁ ବଂଚାଇ ରଖିବାକୁ ବ୍ୟାଙ୍କ୍ ମୋ ଟଙ୍କା କାହିଁକି ନେଇ ଯାଉନ। ଏଠାରେ ଉଲ୍ଲେଖଯୋଗ୍ୟ, ତା ପୂର୍ବରୁ ଥରେ ମାଲ୍ୟା କହିଥିଲେ କି ସେ ତାଙ୍କ କର୍ମଚାରୀମାନଙ୍କର ଦୀର୍ଘ ଦିନର ଦରମା ଦେବାକୁ ଚାହାନ୍ତି ବୋଲି କହିଥିଲେ। କିନ୍ତୁ ମାଲ୍ୟାଙ୍କ ଏବେର ସ୍ଥିତିକୁ ଦେଖି​‌ଲେ ବଡ଼ ଆଶ୍ଚଯ୍ୟ ଲାଗୁଛି।

ଲଣ୍ଡନ ଉଚ୍ଚ ନ୍ୟାୟାଳୟକୁ ମାଲ୍ୟା କହିଛନ୍ତି, ତାଙ୍କ ସ୍ତ୍ରୀ ପିଙ୍କି ଲାଲଓ୍ବାନୀ ବାର୍ଷିକ ୧.୩୫ କୋଟି ଟଙ୍କା ରୋଜଗାର କରୁଛନ୍ତି। ମାଲ୍ୟା ନିଜେ ସ୍ବିକାର କରିଛନ୍ତି କି ତାଙ୍କ ସ୍ତ୍ରୀ ଓ ପିଲାମାନେ ମାଲ୍ୟାଙ୍କ ଭରଣ ପୋଷଣ କରୁଛନ୍ତି।

   ସମ୍ବନ୍ଧିତ ଖବର


ଅନାଥ ଯୁବକ JEEରେ ପାଇଥିଲେ ୨୭୦ ରାଙ୍କ୍‌ – ଭୁଲ୍‌ ଲିଙ୍କ୍‌ରେ କ୍ଲିକ୍‌ କରି ହରେଇଲେ ଆଇଆଇଟି ସିଟ୍‌ !

କେନ୍ଦ୍ର ସରକାରଙ୍କ ନୂଆ କରୋନା ଗାଇଡ଼ଲାଇନ୍ : ଡିସେମ୍ବର ମାସ ପାଇଁ କ’ଣ ବଦଳିଲା କ’ଣ ବଳବତ୍ତର ରହିଲା, ଜାଣନ୍ତୁ…

ମହଙ୍ଗା ହେଲା ରୋଷେଇ ଗ୍ୟାସ୍‌, ଜାଣନ୍ତୁ କେଉଁ ସହରରେ କେତେ ରହିଛି ଦର

‘ବିମାନରୁ ବାହାରକୁ ବାହାରିବାରେ ସଫଳ ହୋଇଥିଲେ ନିଖୋଜ ପାଇଲଟ ’– ମିଗ୍‌-୨୯କେ’ର ବିଶେଷଜ୍ଞଙ୍କ ଠାରୁ ସ୍ପଷ୍ଟ

କୃଷି ଆଇନକୁ ବିରୋଧ: ମେଣ୍ଟ ପାଇଁ ଅଡୁଆ, ଏନ୍‌ଡିଏ ଛାଡ଼ିବାକୁ ଧମକ ଦେଲା ଆରଏଲ୍‌ପିର

କରୋନା ସ୍ଥିତି ସମୀକ୍ଷା ପାଇଁ ୪ରେ ସର୍ବଦଳୀୟ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି