ଵିଵାହ ମଣ୍ଡପ ପାଲଟିଲା ରଣକ୍ଷେତ୍ର

ବ୍ରହ୍ମଗିରି ୧୨।୦୩ -ବ୍ରହ୍ମଗିରି କଲେଜ ଛକ ଠାରେ ଥିବା ସାଇ ଵିଵାହ ମଣ୍ଡପ ପାଲଟିଲା ରଣକ୍ଷେତ୍ର ।  ବରଯାତ୍ରୀ ମଧ୍ୟରେ ଗଣ୍ଡଗୋଳ ଘଟି ୬ ଜଣ ବରଯାତ୍ରୀ  ଗୁରୁତର ।

 ବ୍ରହ୍ମଗିରି ଥାନା ଅନ୍ତର୍ଗତ ରାୟପୁର ଗ୍ରାମରୁ ଆସିଥିବା ବର ପକ୍ଷର ବରାଯାତ୍ରୀଙ୍କ ମଧ୍ୟରେ ଭୋଜି ଖାଇବାକୁ ନେଇ ହୋଇଥିଲା ତୁମୁଳ କାଣ୍ଡ। ଏହି ବରଯାତ୍ରୀ ରେ ସାମିଲ ଥିବା ଘଣପଣ ଗ୍ରାମର ୬ ଜଣ ବରଯାତ୍ରୀ ଗୁରୁତର  ହୋଇଛନ୍ତି। ସମସ୍ତ ଆହତ   ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ  ଚିକିଶ୍ଚିତ ହେଉଛନ୍ତି। ଘଟଣା ସ୍ଥଳରେ ପୋଲିସ ମୁତୟନ କରାଯାଇଛି ।

   ସମ୍ବନ୍ଧିତ ଖବର


ଅର୍ଜୁନ ପୁରସ୍କାର ପାଇଁ ଦୀପଗ୍ରେସଙ୍କ ନାମ ସୁପାରିସ !

କରୋନା ସମୟରେ ପ୍ରଥମ ରାଜ୍ୟ ଭାବେ ଖେଳ ଆୟୋଜନ କରିବ ଓଡ଼ିଶା, ଟି-୧୦ ପ୍ରିମିୟର ଲିଗ୍ ପାଇଁ‌ ଅନ୍‌ଲାଇନ୍‌ରେ ଆବେଦନ

ଆସନ୍ତା ୮ ତାରିଖରେ ଓଡ଼ିଶାର ଜନସାଧାରଣଙ୍କୁ ସମ୍ବୋଧିତ କରିବେ ଅମିତ ଶାହ

ଆଜିଠୁ ଏସ୍‌ସିବିରେ ପିଜି ପରୀକ୍ଷା ଆରମ୍ଭ, ହୋଇଛି ଆଇସୋଲେସନ୍‌ ହଲ୍‌ ବ୍ୟବସ୍ଥା

ଅଣସର ଦର୍ଶନ ପୂର୍ବରୁ କଟକଣା: ଅଲାରନାଥ ପୀଠରେ ଖାଁ ଖାଁ

ରାତିଅଧରେ ଲୁଟେରାଙ୍କ ଆତଙ୍କ: କାର୍‌ ଯାତ୍ରୀଙ୍କ ଉପରେ ଆକ୍ରମଣ, ଆମ ସୀମା ନୁହେଁ କହି ଫେରାଇଲା ଦେଲା ପୁଲିସ