PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ବିସିସିଆଇ କୋଭିଡ୍‌ ଟାସ୍କ ଫୋର୍ସରେ ଦ୍ରାବିଡ

news 18

ମୁମ୍ବାଇ ୦୪/୦୫: ଦେଶରେ କ୍ରିକେଟ୍‌ର ପରିଚାଳନା ପାଇଁ ବିସିସିଆଇ କୋଭିଡ୍‌ ଡାସ୍କ ଫୋର୍ସ ଗଠନ କରିଛି । ପୂର୍ବତନ କ୍ରିକେଟ୍‌ ଖେଳାଳି ତଥା ଜାତୀୟ କ୍ରିକେଟ୍‌ ଏକାଡେମୀ ନିର୍ଦ୍ଦେଶକ(ଏନ୍‌ସିଏ) ରାହୁଲ ଦ୍ରାବିଡଙ୍କୁ ଟାସ୍କ ଫୋର୍ସରେ ସାମିଲ କରାଯାଇଛି । ଦ୍ରାବିଡଙ୍କ ବ୍ୟତୀତ ଏହି ଟାସ୍କ ଫୋର୍ସରେ ଜଣେ ମେଡିକାଲ୍‌ ଅଫିସର୍‌, ଜଣେ ହାଇଜିନ୍‌ ଅଫିସର୍‌ ଓ ବିସିସିଆଇ ଏଜିଏମ୍‌ (କ୍ରିକେଟ୍‌ ଅପରେସନ୍ସ) ରହିଛନ୍ତି ।

ସମ୍ବନ୍ଧିତ ଖବର