PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଶସ୍ତାର ମିଳୁଛି ସୁନା – ହୋଇଯାଆନ୍ତୁ ସାବଧାନ, ନକଲି ହୋଇପାରେ

ନୂଆଦିଲ୍ଲୀ . – ସୁନାଦର ଏବେ ୪୦ ହଜାର ଟଙ୍କା ପାର କରିଛି । ଏବେ ଅନ୍ତର୍ଜାତୀୟ ସ୍ତରରରେ କିଛି ଠକ ଓ ସ୍ମଗଲର ଏହାର ଫାଇଦା ନେବା ପାଇଁ ଉଦ୍ୟମ କରୁଛନ୍ତି । ବିଭିନ୍ନ ସୁନା ଉତ୍ପାଦନ କରାଯାଉଥିବା କାରଖାନର ନକଲି ମୋହର ମାରି ସୁନାଛଡକୁ ବଜାରରେ ଛାଡିଛନ୍ତି । ଏହାକୁ ଅତି ଶସ୍ତା ଦରରେ ବିଭିନ୍ନ ଆଳରେ ଶୁଦ୍ଧସୁନା ବୋଲି କହି ବିକ୍ରି କରାଯାଉଛି ।

ରଏଟର୍ସରେ ଏ ବିଷୟରେ ଏକ ଖବର ପ୍ରକାଶିତ ହୋଇଛି । କେବଳ ସେତିକି ନୁହେଁ କିଛି ବ୍ୟାଙ୍କ ଓ ବଜାରର ବ୍ୟବସାୟୀ ଏ ବିଷୟରେ ସତର୍କ କରିଛନ୍ତି । ବିଭିନ୍ନ ଦେଶରେ ଥିବା ସୁନା ଶୋଧନ କାରଖାନା ବା ରିଫାୟନରୀରେ କାମ କରୁଥିବା ଲୋକ ନକଲି ମୋହର ମାରି ସୁନାର ଛଡକୁ ଅନ୍ତର୍ଜାତୀୟ ବଜାରରେ ଛାଡିଛନ୍ତି । ଏହି ସୁନାକୁ ବେଆଇନ ଭାବେ ବିଭିନ୍ନ ଖଣିରୁ ଖନନ କରାଯାଇ ଅଣାଯାଇଛି । ସୀମା ଶୁଳ୍କସହ ଅନ୍ୟ ଅଧିକାରୀଙ୍କ ପାଇଁ ବି ଏପିର ସୁନାର ଚିହ୍ନଟ କରିବା କଷ୍ଟକର । ଏପରି ୩୫୦ କୋଟି ଟଙ୍କାର ସୁନାକୁ ବିଭିନ୍ନ ଦେଶକୁ ରପ୍ତାନୀ କରାଯାଇଛି ।
ଏହି ସୁନାକୁ ୯୯.୯୯ ଓ ୯୯.୯୦ ପ୍ରତିଶତ ଶୁଦ୍ଧ ସୁନା ସହ ମିଶାଯାଇ ଲୋକଙ୍କ ବିକ୍ରି କରିବାକୁ ବିଭିନ୍ନ ଠକ ବ୍ୟବସାୟୀ ଲକ୍ଷ୍ୟ ରଖିଛନ୍ତି ।

pic – courtesy -www.123rf.com

ଏପରି ନକଲି ସୁନାର ପରିମାଣ ବୃଦ୍ଧି ପାଇଥିବାରୁ ସୁନା ବ୍ୟବସାୟୀଙ୍କ ଚିନ୍ତା ବଢିଛି । ଅବିକଳ ମୋହର ମରାଯାଉଥିବାରୁ ନକଲ ଓ ଅସଲିଙ୍କୁ ସଙ୍ଗେ ସଙ୍ଗେ ଚିହ୍ନଟ କରିବା ସହଜ ନୁହେଁ ବୋଲି ଅନେକ ବ୍ୟବସାୟୀ କହିଛନ୍ତି ।