ବ୍ରହ୍ମପୁର ଛାତ୍ର ବିଶ୍ୱନାଥଙ୍କୁ ରୁଷ୍‌ ରାଷ୍ଟ୍ରପତିଙ୍କ ପ୍ରଶଂସା; ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର ୧୧/୧୨: ବ୍ରହ୍ମପୁରର ଛାତ୍ର ପି.ବିଶ୍ୱନାଥଙ୍କୁ ପ୍ରଶଂସା କରିଛନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌। ସୋଚି ସହରରେ ଆୟୋଜିତ ଡିପ୍‌ ଟେକ୍ନୋଲୋଜି ଏଜୁକେସନାଲ୍‌ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ । ଏଠାରେ ହୋଇଥିବା ପ୍ରଦର୍ଶନୀରେ ପାଣି ବିଶୋଧନ ଯନ୍ତ୍ର ଷ୍ଟାର୍ଟଅପ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ଏହି ଷ୍ଟାର୍ଟଅପ୍‌ ସଂପ୍ରତି ବିଶ୍ୱରେ ଦେଖା ଦେଇଥିବା ଜଳ ଅଭାବ ସମସ୍ୟାର ସମାଧାନ କରିପାରିବ । ରାଷ୍ଟ୍ରପତି ପୁଟିନ୍‌ ଏହାକୁ ପ୍ରଂଶସା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟ୍ୱିଟ୍‌ କରି ବିଶ୍ୱନାଥଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି।

   ସମ୍ବନ୍ଧିତ ଖବର


‘ଏକ ଫୁଲ୍ ଚାର ମାଲି’! ସରକାରୀ ଗାଡ଼ିରେ ଅସଂଜତ ପ୍ରେମ, ଜଣେ ବଙ୍ଗୀୟ ଯୁବତୀଙ୍କ ସହ ୪ ରୋମିଓ ଥାନାରେ କାଟିଲେ ଅଧାରାତି

‘ପ୍ରମେୟ’ର ନବମ ସ୍ୱନକ୍ଷତ୍ର

ଅନାଥ ଯୁବକ JEEରେ ପାଇଥିଲେ ୨୭୦ ରାଙ୍କ୍‌ – ଭୁଲ୍‌ ଲିଙ୍କ୍‌ରେ କ୍ଲିକ୍‌ କରି ହରେଇଲେ ଆଇଆଇଟି ସିଟ୍‌ !

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମହିଳା ଓ ପରିବାର ସଦସ୍ୟଙ୍କୁ ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ୍…

କେନ୍ଦ୍ର ସରକାରଙ୍କ ନୂଆ କରୋନା ଗାଇଡ଼ଲାଇନ୍ : ଡିସେମ୍ବର ମାସ ପାଇଁ କ’ଣ ବଦଳିଲା କ’ଣ ବଳବତ୍ତର ରହିଲା, ଜାଣନ୍ତୁ…

ପୁଣି କରୋନା ନେଲା ୫ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୪୪କୁ ବୃଦ୍ଧି