ଶରୀରରେ ଜଳୀୟ ଅଂଶ କମିଗଲେ ଦେଖାଯିବ ଏହି ୪ଟି ସଙ୍କେତ, ଆଜି ହିଁ ଜାଣନ୍ତୁ, ନହେଲେ…

ବିଶେଷକରି ଗରମ ଦିନରେ ଶରୀରରେ ଅଧିକ ରୋଗ ଦେଖାଦେଇଥାଏ। କିନ୍ତୁ ସବୁଠୁ ବଡ଼ ସମସ୍ୟା ହେଲା ଶରୀରରେ ଯଦି ଜଳୀୟ ଅଂଶ କମିଯାଏ ତେବେ ରୋଗ ହୋଇଥାଏ। ଏହା ତ ସମସ୍ତେ ଜାଣଥିବେ ଯେ, ଜଳ ଆମ ଶରୀରର ଅଙ୍ଗକୁ ସୂଚାରୁ ରୂପରେ ଚଳାଇବା ପାଇଁ ସହାୟତା ହୋଇଥାଏ।

ତେବେ ଆମେ ଏହା କହିବାକୁ ଚାହୁଛୁ ଯେ, ଶରୀରରେ ଜଳୀୟ ଅଂଶ କମିଗଲେ ଖାଇବା ହଜମ ନ ହେବା ବ୍ୟତୀତ ଆହୁରି ଅନେକ ରୋଗ ହେବାର ଆଶଙ୍କା ରହିଛି। ଯେମିତିକି ବାନ୍ତି, ଅତ୍ୟଧିକ ପରିସ୍ରା, କିଡ଼ନୀ ରୋଗ, ପରିସ୍ରା ପୋଡ଼ିବା, ଅତ୍ୟଧିକ ଶୋଷ ଲାଗିବା, ଷ୍ଟୋନ ଭଳି ବିଭିନ୍ନ ସମସ୍ୟା ଦେଖାଯାଇଥାଏ।

ଏହା ବ୍ୟତୀତ ଏମିତି କିଛି ରୋଗ ଅଛି ଯେଉଁ କାରଣରୁ ଶରୀରରେ ପାଣିର ମାତ୍ରା କମ ହୋଇଯାଏ। ଯଥା- ମଧୁମେହ, ଡାଇବେଟିସ୍, ପରିସ୍ରା କମ୍, ତ୍ବଚାରେ ରୁଖାପଣ ଅଥବା ମୁହଁ ଶୁଖିଯିବା ଭଳି ଲକ୍ଷଣ ଦେଖା ଦେଲେ ଦେହରେ ପାଣିର ମାତ୍ରା କମିଯାଇଥାଏ।

ଶିଶୁମାନଙ୍କର ଅଧିକ ବାନ୍ତି ହେଲେ ସେମାନଙ୍କ ଦେହରୁ ଜଳୀୟ ଅଂଶ କମ ହୋଇଯାଇଥାଏ। ଯଦି ଏଭଳି ଲକ୍ଷଣ ଦେଖାଯାଏ ତେବେ ଡାକ୍ତରଙ୍କ ପାଖରୁ ରକ୍ତ, ନଖ, ତ୍ବଚା ପରୀକ୍ଷା କରନ୍ତୁ।

   ସମ୍ବନ୍ଧିତ ଖବର


ବହୁତ କମ୍ ଦାମରେ ପାଆନ୍ତୁ ୧୫୦ Mbpsର ସ୍ପିଡ୍ ଇଣ୍ଟରନେଟ୍ ଓ ଆହୁରି ବହୁତ କିଛି

ବେସାହାରା ପିତା ! ପିଲାମାନେ ଘରୁ ବାହାର କରିଦେଲେ , ୮୦ ବର୍ଷ ବୟସରେ ପେଣ୍ଟିଂ ବିକ୍ରି କରି ଚଳୁଛନ୍ତି

LPG ସିଲିଣ୍ଡର ପାଇଁ ଇନସ୍ୟୁରାନ୍ସ କଭର ନେଲେ ମିଳିବ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫାଇଦା, ଜାଣନ୍ତୁ…

ଘରେ ଆକ୍ବାରିୟମ୍ ଥିଲେ ଏସବୁ କଥା ଜାଣି ରଖନ୍ତୁ, ଭୁଲ ଦିଗରେ ଥିଲେ ହେବନି ଉନ୍ନତି

ମାତ୍ର ୪୨ଟଙ୍କାରେ ଆଜୀବନ ପେନସନ -୨.୪୫ କୋଟି ଲୋକଙ୍କ ପସନ୍ଦ

ବ୍ୟାଙ୍କ ଖାତାରେ ଜିରୋ ବାଲାନ୍ସ ଥିଲେ ବି ଉଠାଇ ପାରିବେ ପଇସା, ଜାଣନ୍ତୁ ଏହି ଉପାୟ