ଭଦ୍ରକ: ଆର୍ଯ୍ୟସମାଜର ସହାୟତାର ହାତ

ଭଦ୍ରକ ୫/୫: କରୋନା ମହାମାରୀ ସମୟରେ ଲୋକଙ୍କର ବିପଦର ବନ୍ଧୁ ଭାବେ ଠିଆ ହୋଇଛି ଆର୍ଯ୍ୟ ସମାଜ । ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ସଚେତନତା କାର୍ଯ୍ୟକ୍ରମ ,  ବିଭିନ୍ନ ଅଞ୍ଚଳ ରେ ସାନିଟାଇଜେସନ୍ ଓ  ରିଲଫ୍ ବଣ୍ଟନ ଆଦି କର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି ।

ଯୁବ ଆର୍ଯ୍ୟ ସମାଜ ପକ୍ଷରୁ ଜିଲ୍ଲାର ବିଭିନ୍ନ ବ୍ଲକ ଯେମିତି କି ବାସୁଦେବପୁର ବ୍ଲକରେ ନିତିଦିନ  ସେବା କାର୍ଯ୍ୟ କରୁଛନ୍ତି ଆର୍ଯ୍ୟସମାଜର ଭାଇ ଓ ଭଉଣୀମାନେ ।  ଭଦ୍ରକ ସହରର ବାଗୁରାଇ ସ୍ଥିତ କୁଷ୍ଠ କଲୋନୀରେ ଓଡିଶାର ଆର୍ଯ୍ୟ ସମାଜର ବିଶିଷ୍ଠ ବୈଦିକ ବିଦ୍ବାନ୍ ବୀରେନ୍ଦ୍ର କୁମାର ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ରିଲିଫ୍ ବଣ୍ଟନ କରିଥିଲେ । କଲୋନୀରେ ୧୬ ପରିବାରକୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ପନିପରିବା ସହ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । ବଣ୍ଟନ ବେଳେ ସାମାଜିକ ଦୂରତ୍ୱ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

   ସମ୍ବନ୍ଧିତ ଖବର


ରାଉରକେଲା ସ୍କର୍ପିଓ ପୋଡି ଘଟଣା; ଗୋମାଂସ ଚାଲାଣ ସନ୍ଦେହରେ ଦୁର୍ବୃତ୍ତ ଜାଳିଥିଲେ ଗାଡି, ଡ୍ରାଇଭର ସମେତ ୪ ଗିରଫ

ନୀଳଗିରିକୁ ଝାଡଖଣ୍ଡି ହାତୀପଲଙ୍କ ଆଗମନ ଆଶଙ୍କା, ଦନ୍ତା ହାତୀ ଆସିବୁଲି ଫେରିଯିବା ପରେ ବଢିଲା ଚିନ୍ତା…

ଦୋକାନ ଛାତ କଣାକରି ଦୁଇକିଲୋ ସୁନା ଅଳଙ୍କାର ଚୋରି କରିନେଲେ ଦୁର୍ବୃତ୍ତ..

ନଦୀକୁ ମାଛ ଧରିବାକୁ ଯାଇ ଦୁଇଦିନ ହେବ ନିଖୋଜ ଅଛନ୍ତି ଯୁବକ, କୁମ୍ଭୀର ଭିଡି ନେଇଥିବା ସନ୍ଦେହ…

କୋଭିଡ କଟକଣା ଭିତରେ ପୂଜାହେଲା ସମଲେଶ୍ବରୀଙ୍କ ବଏଲ ପୂଜା…

ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ସିଆର୍ପିଏଫ୍ ଯବାନ