PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ରାଣୀ ଚାଟାର୍ଜୀ କିଣିଲେ ବିଳାସପୂର୍ଣ୍ଣ କାର : ଜାଣନ୍ତି ସେ ଗୋଟିଏ ଫିଲ୍ମ ପାଇଁ କେତେ ଟଙ୍କା ନିଅନ୍ତି ?

www.livehindustan.com

ମୁମ୍ୱାଇ – ଭୋଜପୁରୀ ଅଭିନେତ୍ରୀ ରାଣୀ ଚାଟାର୍ଜୀ ନିକଟରେ ଏକ ବିଳାସପୂର୍ଣ୍ଣ କାର କିଣିଛନ୍ତି। ସେ ଏହାର ଫଟୋ ଇଣ୍ଟରନେଟ୍‌ରେ ସେୟାର କରିଛନ୍ତି । ଲାଲ୍‌ ରଙ୍ଗର ଏହି ଲକଜୁରୀ ( ବିଳାସପୂର୍ଣ୍ଣ ) ମର୍ସଡିଜ୍‌ ଗାଡ଼ିର ଫୁଟେଜ୍‌ ସେୟାର କରି ରାଣୀ ଚାଟର୍ଜୀ ଲେଖିଛନ୍ତି , ରାଣୀ ଓ ତାଙ୍କର ନୂଆ ରଥ  । ମୁଁ ବହୁତ ଖୁସି  

ସେପଟେ ଏହି ଫଟୋ ସେୟାର ହେବା କ୍ଷଣି ବହୁତ ଲାଇକ୍‌ସ ମିଳିଛି । ଅନେକ ଭୋଜପୁରୀ ଅଭିନେତ୍ରୀ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ବିବାହର୨ଦିନ ପରେ ଅଭିନେତ୍ରୀ ସେୟାର କରିଦେଲେ ବେଡ୍‌ରୁମ୍‌ ଫଟୋ …

ଉଲ୍ଲେଖନୀୟ ଯେ,  ରାଣୀ ଚାଟାର୍ଜୀ ସୋସିଆଲ ମିଡ଼ିଆରେ ଖୁବ୍‌ ସକ୍ରିୟ ଅଛନ୍ତି ଏବଂ ଅନେକ ସମୟରେ ପ୍ରଶଂସକଙ୍କ ପାଇଁ ନିଜର ପର୍ସନାଲ ଓ ପ୍ରଫେସନାଲ ଲାଇକ୍‌ ସହ ଜଡ଼ିତ ଫଟୋ ସେୟାର କରିଥାନ୍ତି। ରାଣୀ ଭୋଜପୁରୀ ଫିଲ୍ମ ପାଇଁ ଖୁବ୍‌ ମୋଟା ଅଙ୍କର  ଫିସ୍‌ ନିଅନ୍ତି । ଖୁବ୍‌ କମ୍‌ ଲୋକ ଜାଣନ୍ତି ସେ ଗୋଟିଏ ଫିଲ୍ମ ପାଇଁ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିଥାନ୍ତି ।  ନିକଟରେ ରାଣୀ  ସୋସିଆଲ ମିଡ଼ିଆରେ ନିଜର ଆଲର୍ଜୀ  ବିଷୟରେ ଜଣାଇଥିଲେ । ସେ ଗତ ୨ବର୍ଷ ହେଲା ଏହି ଆଲର୍ଜୀରେ ପୀଡ଼ତି ଥିବା କହିଥିଲେ ।