PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଦର୍ଶକଙ୍କ ହୃଦୟରେ ନିଆଁ ଲଗେଇଲେ ଭୋଜପୁରୀ ଅଭିନେତ୍ରୀ ତନୁଶ୍ରୀ : ରୋମାଣ୍ଟିକ୍‌ ଡ୍ୟାନ୍ସରେ ସମସ୍ତଙ୍କୁ କଲେ କିମିଆ

ନୂଆଦିଲ୍ଲୀ : ଭୋଜପୁରୀ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ସିଙ୍ଗର ଖୁସବୁ ଜୈନଙ୍କର ଏକ ନୂଆ ଗୀତ ‘ ମୈ ଆଇ ତେରୀ ମିସ୍‌କଲ୍‌ ପେ ‘ ରିଲିଜ୍‌ ହୋଇ ଯାଇଛି । ଏହି ଗୀତରେ ନିଜର ହଟ୍‌ ଅନ୍ଦାଜରେ ଲୋକଙ୍କ ଦିଲ୍ ଚୋରାଉଥିବା ଅଭିନେତ୍ରୀ ତନୁଶ୍ରୀଙ୍କର ଧାମାକାଦାର ଫରଫର୍ମେସ୍‌ ଅଛି , ଯାହା ଲୋକଙ୍କୁ ନିଜ ଆଡକୁ ଖୁବ୍‌ ଆକର୍ଷିତ କରୁଛି ।  ବାସ୍ତବରେ ଖୁସବୁ ଜୈନଙ୍କର ଏହି ଗୀତ କଲେଜ୍‌ ଗୋଇଙ୍ଗ୍‌ ୟୁଥ୍‌ଙ୍କୁ ଦୃଷ୍ଟିରେ ରଖି କରାଯାଇଛି । ଯାହା ବହୁତ ଏଣ୍ଟରଟେନିଂ ।

ଏହି ଗୀତକୁ ତନୁଶ୍ରୀଙ୍କ ଉପରେ ଦୃଶ୍ୟାୟନ କରାଯାଇଛି । ଯାହାଙ୍କର ଭୋଜପୁରୀ ଇଣ୍ଡଷ୍ଟ୍ରୀର ୟୁଥ୍‌ଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ରହିଛି । ଏଥିପାଇଁ ଏହି ଗୀତ ମଧ୍ୟ ତାଙ୍କ ଉପରେ ବହୁତ ସୁଟ୍‌ କରୁଛି ।

 ଗୀତ ମେଁ ଆଇ ତେରୀ ମିସ୍‌କଲ୍‌ ପେ ର ଲିରିକ୍ସ ଲେଖିଛନ୍ତି ଶ୍ୟାମ ଦେହାତୀ । ଯାହାଙ୍କର ଚଳିତ ବର୍ଷ କରୋନାର ଦ୍ୱିତୀୟ ଲହରରେ ମୃତ୍ୟୁ ହୋଇଯାଇଛି । ସେ ଜଣେ ଭଲ ଗୀତିକାର ଥିଲେ ।

ସମ୍ବନ୍ଧିତ ଖବର