ପ୍ରମୁଖ ଖବର
  • ଟାଟା ମୋଟର୍ସ ଚାକିରି ଦେବା ନାଁ ଠକଇେ ମାମଲା: ଅଦାଲତରେ ହାଜର ହେବେ ପ୍ରଦିପ ପାଣିଗ୍ରାହୀ
  • ||
  • ନିର୍ବାଚନ ଲଢ଼ିପାରିବେନି କଟକ- ବାରବାଟୀ ବିଧାୟକ ମହମ୍ମଦ ମୋକିମ୍,,ଦୋସୀ ସାବ୍ୟସ୍ତ ଉପରେ ଲାଗିନି ରୋକ୍
  • ||
  • ଶଙ୍ଖ ଭବନରେ ବର୍ଷା ପ୍ରିୟଦର୍ଶିନୀ, ଆରମ୍ଭ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ORHDC ଦୁର୍ନୀତି ମାମଲା : ମହମ୍ମଦ ମୋକିମଙ୍କୁ ଜାମିନ୍ ଦେଲେ ସୁପ୍ରିମକୋର୍ଟ, ଭିଜିଲାନ୍ସକୁ ନୋଟିସ୍
  • ||
  • ମାଲେସିଆରେ ନୌସେନାର ୨ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୧୦ ମୃତ
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମ୍ବଲପୁର ପୂର୍ବତନ ବିଧାୟିକା ଡ. ରାସେଶ୍ବରୀ ପାଣିଗ୍ରାହୀ
  • ||
  • ମାହାଙ୍ଗା ଡବଲ୍‌ ମର୍ଡର ମାମଲା: ଶୁଣାଣି ଶେଷ, ରାୟ ସଂରକ୍ଷିତ
  • ||
  • ବନ୍ୟାରେ ଭାସିଲା ଚୀନ୍‌: ବିପଦ ସଙ୍କେତ ଉପରେ ୪୪ ନଦୀ, ୪ ମୃତ, ହଜାରେରୁ ଅଧିକ ସ୍କୁଲ ବନ୍ଦ
  • ||
  • ଆଇପିଏଲରେ ସୁପର କିଙ୍ଗ୍‌ସ- ସୁପର ଜାଏଣ୍ଟ୍‌ସ ମଧ୍ୟ ଲଢ଼େଇ, ପୂର୍ବ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ CSK
  • ||
  • ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ଆଜି ସୁପ୍ରିମକୋର୍ଟରେ ମହମ୍ମଦ ମୋକିମ୍‌ଙ୍କ ଭାଗ୍ୟ ପରୀକ୍ଷା
  • ||
  • ହେ ପ୍ରଭୁ! ରକ୍ଷା କର..ଆହୁରି ଭୟାନକ ହେବ ଗ୍ରୀଷ୍ମ ପ୍ରବାହ, ୨୬ରେ ତାତିର ବିସ୍ଫୋରଣ ଆଶଙ୍କା
  • ||

ଦର୍ଶକଙ୍କ ହୃଦୟରେ ନିଆଁ ଲଗେଇଲେ ଭୋଜପୁରୀ ଅଭିନେତ୍ରୀ ତନୁଶ୍ରୀ : ରୋମାଣ୍ଟିକ୍‌ ଡ୍ୟାନ୍ସରେ ସମସ୍ତଙ୍କୁ କଲେ କିମିଆ

ନୂଆଦିଲ୍ଲୀ : ଭୋଜପୁରୀ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ସିଙ୍ଗର ଖୁସବୁ ଜୈନଙ୍କର ଏକ ନୂଆ ଗୀତ ‘ ମୈ ଆଇ ତେରୀ ମିସ୍‌କଲ୍‌ ପେ ‘ ରିଲିଜ୍‌ ହୋଇ ଯାଇଛି । ଏହି ଗୀତରେ ନିଜର ହଟ୍‌ ଅନ୍ଦାଜରେ ଲୋକଙ୍କ ଦିଲ୍ ଚୋରାଉଥିବା ଅଭିନେତ୍ରୀ ତନୁଶ୍ରୀଙ୍କର ଧାମାକାଦାର ଫରଫର୍ମେସ୍‌ ଅଛି , ଯାହା ଲୋକଙ୍କୁ ନିଜ ଆଡକୁ ଖୁବ୍‌ ଆକର୍ଷିତ କରୁଛି ।  ବାସ୍ତବରେ ଖୁସବୁ ଜୈନଙ୍କର ଏହି ଗୀତ କଲେଜ୍‌ ଗୋଇଙ୍ଗ୍‌ ୟୁଥ୍‌ଙ୍କୁ ଦୃଷ୍ଟିରେ ରଖି କରାଯାଇଛି । ଯାହା ବହୁତ ଏଣ୍ଟରଟେନିଂ ।

ଏହି ଗୀତକୁ ତନୁଶ୍ରୀଙ୍କ ଉପରେ ଦୃଶ୍ୟାୟନ କରାଯାଇଛି । ଯାହାଙ୍କର ଭୋଜପୁରୀ ଇଣ୍ଡଷ୍ଟ୍ରୀର ୟୁଥ୍‌ଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍‌ ରହିଛି । ଏଥିପାଇଁ ଏହି ଗୀତ ମଧ୍ୟ ତାଙ୍କ ଉପରେ ବହୁତ ସୁଟ୍‌ କରୁଛି ।

 ଗୀତ ମେଁ ଆଇ ତେରୀ ମିସ୍‌କଲ୍‌ ପେ ର ଲିରିକ୍ସ ଲେଖିଛନ୍ତି ଶ୍ୟାମ ଦେହାତୀ । ଯାହାଙ୍କର ଚଳିତ ବର୍ଷ କରୋନାର ଦ୍ୱିତୀୟ ଲହରରେ ମୃତ୍ୟୁ ହୋଇଯାଇଛି । ସେ ଜଣେ ଭଲ ଗୀତିକାର ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.