କାଲିଠୁ ଭୁବନେଶ୍ୱରରେ ସ୍ୱାଭାବିକ ହେବ କୋର୍ଟ

ଭୁବନେଶ୍ୱର – ଆସନ୍ତାକାଲି ଠାରୁ ଭୁବନେଶ୍ୱରରେ କୋର୍ଟ କାର୍ଯ୍ୟ ହେବ ସ୍ୱାଭାବିକ । ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ କୋର୍ଟ ।