ବିଗ ବସ୍-୧୩ର ଟିଜର ରିଲିଜ୍, ଷ୍ଟେସନ୍ ମାଷ୍ଟର ଚରିତ୍ରରେ ନଜର ଆସିବେ ସଲମାନ୍ ଖାନ୍

ମୁମ୍ବାଇ ୨୬।୮: ସଲମାନ ଖାନଙ୍କ ସୋ’ ବିଗ୍ ବସ୍ ୧୩ର ଟିଜର ରିଲିଜ୍ ହୋଇଯାଇଛି । ଟିଜରରେ ସଲମାନ୍ ଖାନ୍ ଷ୍ଟେସନ୍ ମାଷ୍ଟରର ଚରିତ୍ରରେ ନଜର ଆସୁଛନ୍ତି । ସଲମାନ୍ ଏହି ଟିଜରରେ ସୋ’ର ବହୁତ ରାଜ୍ ଖୋଲିଛନ୍ତି । ଦୃତ ଗତିରେ ଚାଲୁଥିବା ଏକ ଟ୍ରେନରେ ବସି ସଲମାନ୍ ସୋ’ର ଟ୍ବିଷ୍ଟ ଏବଂ ଟର୍ନ୍ସ ବିଷୟରେ କହୁଛନ୍ତି ।

ଭିଡିଓରେ ସଲମାନ୍ କହୁଛନ୍ତି କି, କୃପା କରି ଧ୍ୟାନ ଦିଅନ୍ତୁ, ଚଳିତ ବର୍ଷ ବିଗ୍ ବସର ଗାଡି ହେବ ଷ୍ଟାର ସ୍ପେଶାଲ୍ । ଚାରି ସପ୍ତାହରେ ପହଁଚାଇବ ତତ୍କାଳ ଫାଇନାଲରେ । ଏହାପରେ ମଧ୍ୟ ସେଲିବ୍ରେଟି କପଡା ଫାଡି ବନାଇବେ ରୁମାଲ୍ । ଜଲଦି ଆସନ୍ତୁ ନହେଲେ ପଶ୍ଚାତାପ କରିବେ । ରୁହ..ରୁହ.., କୁହ..କୁହ…କମ ଶୁଣ ୟାର୍ ।

   ସମ୍ବନ୍ଧିତ ଖବର


ଡ୍ରଗ୍ସ କେସ୍‌ : ଏନ୍‌ସିବି ଦୀପିକା, ଶ୍ରଦ୍ଧା, ସାରାଙ୍କୁ ଦେଲେ କ୍ଲିନ୍‌ ଚିଟ୍ ? ଜାଣନ୍ତୁ ସତ କଣ

ଭାରତର ପ୍ରଥମ ସୁପରହିରୋ ‘ଶକ୍ତିମାନ’ ଉପରେ ତିଆରି ହେବ ଫିଲ୍ମ, ୩ଟି ପାର୍ଟରେ ହୋଇପାରେ ରିଲିଜ୍

ଜୁହିଙ୍କ ଫିଲ୍ମକୁ ନାପସନ୍ଦ କରୁଥିଲେ ତାଙ୍କ ପିଲା

ସୁଶାନ୍ତଙ୍କ ମୃତ୍ୟୁ ସମୟ ନେଇ ପ୍ରଶ୍ନ ଉଠାଇଲା AIIMS, କହିଲା ଏଭଳି କଥା

କ୍ରିକେଟ ପରେ ଏବେ ଫିଲ୍ମ ଦୁନିଆକୁ ଆସିବେ ଧୋନି, ସାଥ୍ ଦେବେ ପତ୍ନୀ ସାକ୍ଷୀ

ପ୍ରତିଯୋଗୀଙ୍କ ସହ ଅନିଲ କପୁରଙ୍କ ଜବରଦସ୍ତ ଡ୍ୟାନ୍ସ – ଭିଡ଼ିଓ ଭାଇରାଲ