PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

୧୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଭୁବନେଶ୍ୱର ୨୯/୩: ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା । ବିଜେଡି ଆଜି ୧୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଲିକା ଘୋଷଣା କରିଛନ୍ତି । ଦେଖନ୍ତୁ ତାଲିକା…

ଭଦ୍ରକ- ସଞ୍ଜୀବ ମଲ୍ଲିକ

ସୋର- ପର୍ଶୁରାମ ଧଡା

ଯଶୀପୁର- ଗୋଲକବିହାରୀ ନାୟକ

ତିର୍ତ୍ତୋଲ- ବିଷ୍ଣୁ ଦାସ

ପାରାଦୀପ- ସମ୍ବିତ ରାଉତ

ରାଜନଗର- ଧ୍ରୁବ ସାହୁ

ବଡଚଣା- ଅମର ଶଥପଥୀ

ବାରବାଟୀ କଟକ- ଦେବାଶିଷ ସାମନ୍ତରାୟ

ଜଟଣୀ- ବିଭୂତି ବଳବନ୍ତରାୟ

ବାଙ୍ଗିରିପୋଶୀ- ସୁଦାମ ମାରାଣ୍ଡି

କଟକ ସଦର- ଚନ୍ଦ୍ରସାରଥୀ ବେହେରା

ବାଲେଶ୍ବର- ଜୀବନ ପ୍ରଦୀପ ଦାସ

ରେଙ୍ଗାଲୀ- ରିନା ତରାଇ

ବଡସାହି- ବୃନ୍ଦାବନ ଦାସ

ଜଳେଶ୍ବର- ଅଶ୍ବିନୀ ପାତ୍ର

ପୁରୀ -ମହେଶ୍ବର ମହାନ୍ତି

ସାରସକଣା- ଅମର ସିଂ ଟୁଡୁ

ଉଦଳା- ଶ୍ରୀନାଥ ସୋରେନ୍