ଘସିପୁରାରେ ନିର୍ବାଚନୀ ହିଂସା: ୨ ଦଳ ମୁହାଁମୁହିଁ, ପିସିସି ସଭାପତି ଆହତ

ଆନନ୍ଦପୁର ୨୧/୪: ଘସିପୁରାରେ ନିର୍ବାଚନୀ ହିଂସା ଦେଖାଯାଇଛି । କେନ୍ଦୁଝର ଘସିପୁରା ନିର୍ବାଚନ ମଣ୍ଡଳୀରେ ଉତ୍ତେଜନା ଫଳରେ ପିସିସି ସଭାପତି ଆହତ ହୋଇଛନ୍ତି । ଆଜି(ରବିବାର) ରାମଚନ୍ଦ୍ରପୁର ଭଣ୍ଡାରିପଡା ଛକରେ ବିଜେଡି ଓ କଂଗ୍ରେସ ଦଳର କର୍ମୀ ମୁହାଁମୁହିଁ ହୋଇଛନ୍ତି ।  ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହତ ହୋଇଛନ୍ତି । ଏହି ମୁହାଁମୁହିଁ ଫଳରେ ଉଭୟ ଦଳର ୭ ଜଣ କର୍ମୀ ଆହତ ହେବା ସହିତ ୧୦ରୁ ଅଧିକ ଗାଡି ଭାଙ୍ଗିଯାଇଛି । ସମସ୍ତ ଆହତ କର୍ମୀଙ୍କୁ ଆନନ୍ଦପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ଘଟଣାର ତନାଘନା କରୁଛି ।

   ସମ୍ବନ୍ଧିତ ଖବର


କାଳିଆକୁ ଦେଖିବା ଜିଦ୍‌ରେ ତା’ ବେଡ୍‌ ପାଖରେ ଘୂରି ବୁଲୁଛି ଜଗା, ମା’ ସହ ଭାଇର ଫେରିବା ବାଟକୁ ଅନେଇ ବସିଛି…

ଆଜି ହାଫ୍‌, କାଲି ଫୁଲ୍‌ ଛାଡ଼ଖାଇ: ମଟନ୍‌ କେଜି ୭୦୦ ଛୁଇଁବ, ଡିମାଣ୍ଡ୍‌ରେ ରହିବେ ଚିକେନ୍‌ , ମାଛ

ଆଜିଠୁ ସବୁ ରୁଟ୍‌ରେ ଗଡ଼ିଲା ‘ମୋ ବସ୍‌’, କେବଳ ୨୯ନଂ ରୁଟ୍‌ରେ ଗଡ଼ିବନି ବସ୍‌

ଭୀଷଣ ଅବପାତ ରୂପ ନେବ ଲଘୁଚାପ, ଆଜି ବାତ୍ୟାରେ ପରିଣତ ହେବା ସମ୍ଭାବନା: ଆସନ୍ତା ୨ ଓ ୩ ତାରିଖରେ କୁହୁଡ଼ି ସମ୍ଭାବନା

ଓସିଏ ଆୟୋଜନ କରିବ ଟି-୨୦ ଲିଗ୍, ଭାଗ ନେବେ ୬ଟି ଟିମ୍‌

ଡିସେମ୍ବର ଗାଇଡଲାଇନ୍: ୩୧ ଯାଏଁ ସିନେମା ହଲ ବନ୍ଦ, କ’ଣ ଖୋଲା କ’ଣ ବନ୍ଦ ଜାଣନ୍ତୁ…