୨ ଲୋକସଭା ଓ ୯ ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର ୨୫/୩: ୨ ଲୋକସଭା ଓ ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । କନ୍ଧମାଳ ଲୋକସଭା ଆସନରୁ ଖାରବେଳ ସ୍ୱାଇଁ  ଓ କଟକରୁ ପ୍ରକାଶ ମିଶ୍ର ନିର୍ବାଚନ ଲଢିବେ । ୯ ବିଧାନସଭା ଆସନ ପାଇଁ ମଧ୍ଯ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଦେଖନ୍ତୁ ତାଲିକା …

ବିଧାନସଭା ଆସନ

ଝାରସୁଗୁଡା- ଦିନେଶ ଜୈନ୍

ରେଢାଖୋଲ- ଦେବେନ୍ଦ୍ର ମହାପାତ୍ର

ଭଣ୍ଡାରୀପୋଖରୀ- ବଦ୍ରିନାରାୟଣ ଧଳ

ଭଦ୍ରକ- ଡକ୍ଟର ପ୍ରଦୀପ ନାୟକ

ଫୁଲବାଣୀ- ଦେବନାରାୟଣ ପ୍ରଧାନ

ପାରାଦୀପ- ସମ୍ପଦ ସ୍ୱାଇଁ

ଜୟଦେବ – ନରେନ୍ଦ୍ର ନାୟକ

ଜଟଣୀ- ବିଶ୍ୱରଞ୍ଜନ ବଡଜେନା

ବେଗୁନିଆ- ଋଷଭ ନନ୍ଦ

   ସମ୍ବନ୍ଧିତ ଖବର


କୂଅରେ ପଡି ମାଆ ଏବଂ ଶିଶୁ ପୁତ୍ର ମୃତ – କାରଣ ଅସ୍ପଷ୍ଟ

ଭଣ୍ଡାରୀପୋଖରୀରେ ମହିଳାଙ୍କୁ ମୃତ ଭାବିଥିଲେ ପଡୋଶୀ- ବନ୍ଦ ଘରୁ ୧୫ ଘଣ୍ଟା ପରେ ଜୀବିତ ଉଦ୍ଧାର

ହାତୀ ମାଛ ପାଇଁ ପକାଥିଲେ ଜାଲ, ଧରା ପଡିଲା ଅଜଗର

ବିହାରର ସେହି ଦିନକୁ ମନେପକାଅ, ଯେତେବେଳେ ଡ଼ରୁଥିଲେ ମାଆମାନେ : ସ୍ମୃତି ଇରାନୀ

ଶ୍ରୀଜଗନ୍ନାଥ ମନ୍ଦିରକୁ ଇଣ୍ଡିଆନ-ମୁଜାହିଦ୍ଦିନ ଓ ଲସ୍କର-ଇ-ତୋଇବା ଆତଙ୍କବାଦୀଙ୍କ ଆକ୍ରମଣ ଭୟ !

ବିଶ୍ୱସ୍ତରୀୟ ଟାଇମ୍ସ ହାଇଅର ଏଡୁକେସନ ରାକିଙ୍ଗ୍‌ରେ ସୋଆ ସ୍ଥାନିତ