୩ ଲୋକସଭା ଓ ୧୧ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି

ଭୁବନେଶ୍ୱର ୧/୪: ୩ ଲୋକସଭା ଆସନ ଓ ୧୧ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା  ପ୍ରକାଶ କଲା ବିଜେପି । ମୟୁରଭଞ୍ଜରୁ ବିଶେଶ୍ୱର ଟୁଡ୍ଡୁ, ଯାଜପୁରରୁ ଅମୀୟ ମଲ୍ଲିକ୍ ଓ ଭଦ୍ରକରୁ ଅଭିମନ୍ଯୁ ସେଠୀଙ୍କୁ ଲୋକସଭା ପ୍ରାର୍ଥୀ କରିଛି ବିଜେପି ।

ଲୋକସଭା ଆସନ

ମୟୁରଭଞ୍ଜ- ବିଶେଶ୍ୱର ଟୁଡ୍ଡୁ
ଭଦ୍ରକ- ଅଭିମନ୍ଯୁ ସେଠୀ
ଯାଜପୁର- ଅମୀୟ ମଲ୍ଲିକ୍

ବିଧାନସଭା ଆସନ

ଆନନ୍ଦପୁର- ଆଲୋକ ସେଠୀ

ରାଇରଙ୍ଗପୁର- ନବଚରଣ ମାଝୀ

ମୋରଡା- କୃଷ୍ଣଚନ୍ଦ୍ର ମହାପାତ୍ର

ନୀଳଗିରି- ସୁକାନ୍ତ ନାୟକ

ଆଠମଲ୍ଲିକ- ଭାଗୀରଥି ପ୍ରଧାନ

ବାଙ୍କୀ- ଶୁଭ୍ରାଂଶୁ ଶେଖର ପାଢୀ

ଆଠଗଡ- ବ୍ରଜେନ୍ଦ୍ର ରାୟ

ପାଟକୁରା- ବିଜୟ ମହାପାତ୍ର

ଭୁବନେଶ୍ୱର ଉତ୍ତର- ଅପରାଜିତା ମହାନ୍ତି

ମହାକାଳପଡା- ବିଜୟ ପ୍ରଧାନ

ପୁରୀ- ଜୟନ୍ତ ଷଡଙ୍ଗୀ