ପୁଣି ଥରିଲା ଶ୍ରୀଲଙ୍କା, କଲୋମ୍ବା ଠାରୁ ୪୦ କିଲୋମିଟର ଦୂରରେ ଆଉ ଏକ ବିସ୍ଫୋରଣ

କଲୋମ୍ବୋ,୨୫।୪: ଶ୍ରୀଲାଙ୍କାରେ ଏପର୍ଯ୍ୟନ୍ତ ହୋଇଥିବା ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣକୁ ଏକ ସପ୍ତାହ ପୂରଣ ହୋଇନଥିବା ବେଳେ ଆଉ ଏକ ବଡଧରଣର ବିସ୍ଫୋରଣ ହୋଇଛି। ଗୁରୁବାର ସକାଳେ ଶ୍ରୀଲଙ୍କାର ରାଜଧାନୀ କଲୋମ୍ବୋ ଠାରୁ ୪୦ କିଲୋମିଟର ଦୂରରେ ହୋଇଛି ଏହି ବିସ୍ଫୋରଣ। ଏହି ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିବା ବେଳେ ଏହା କେଉଁଭଳି ଧରଣର ଥିଲା ତାହା ଏପର୍ଯ୍ୟନ୍ତ  ସ୍ପଷ୍ଟ ହୋଇ ପାରିନାହିଁ।

ଏହାପୂର୍ବରୁ ଇଷ୍ଟର ଅବସରରେ ଗତ ୨୧ ତାରିଖରେ ହୋଇଥିବା ଆତ୍ମଘାତୀ ଆକ୍ରମରରେ ୩୫୯ ଜଣଙ୍କର ଏପର୍ଯ୍ୟନ୍ତ ମୃତ୍ୟୁ ହୋଇସାରିଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଘଟଣାରେ ଏକ କୋଟିପତି ପରିବାର ସାମିଲ ଥିବା ବେଳେ ତାଙ୍କର ୨ ଜଣ ପୁଅ ମଧ୍ୟ ଆତ୍ମଘାତୀ ଥିବାର ସୂଚନା ମିଳିଛି।  ଏବେ ବି ବିଭିନ୍ନ ସ୍ଥାନରୁ ସୁରକ୍ଷାକର୍ମୀ ବୋମା ଉଦ୍ଧାର କରୁଛନ୍ତି।

   ସମ୍ବନ୍ଧିତ ଖବର


ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ଅଷ୍ଟ୍ରିଆର ଏକ ଗାଁର ନାଁ ବଦଳାଇବା ପାଇଁ ଭୋଟିଂ, କାରଣ ହେଉଛି…