PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ବିଏମ୍‌ସିର ନିଆରା ପଦକ୍ଷେପ, ଆଜିଠୁ ଭୁବନେଶ୍ବରରେ ବୁଲିଲା ଇ-ଓ୍ୱେଷ୍ଟ ଗାଡି

ଭୁବନେଶ୍ୱର ୨୪।୭: ରାଜଧାନୀରେ ବୁଲିଲା ଇ-ଓ୍ୱେଷ୍ଟ ଗାଡି । ଘରକୁ ଘର ବୁଲି ଲୋକଙ୍କଠାରୁ ସଂଗ୍ରହ କରାଯିବ ନଷ୍ଟ ହୋଇପଡିଥିବା ଇଲେକ୍ଟ୍ରୋନିକ୍ସ । ପ୍ରଥମଥର ପାଇଁ ବିଏମସି ପକ୍ଷରୁ ଏଭଳି ନିଆରା ପଦକ୍ଷେପ ହାତକୁ ନିଆଯାଇଛି । ଖରାପ ହୋଇଯାଇଥିବା ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ନଫୋପାଡି ସଫେଇୱାଲାଙ୍କୁ ଦେବା ପାଇଁ ଅନୁରୋଧ କରିଛି ବିଏମସି ।

ପ୍ରତି ଶନିବାର ଏହି ଇ-ୱେଷ୍ଟ ସଂଗ୍ରହ ସଂଗ୍ରହ କରାଯିବ । ଆଜି ଏହାର ଶୁଭାରମ୍ଭ ହୋଇଛି । ତିନୋଟି ଜୋନରେ ଇଲେକ୍ଟ୍ରୋନିକ୍ସ ୱେଷ୍ଟ ସଂଗ୍ରହ କରିବ ବିଏମସି । ସେପଟେ ବିଏମସିର ଏହି ନିଆରା ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି ।

ସମ୍ବନ୍ଧିତ ଖବର