PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ ଜିଲ୍ଲାରେ ୧୯ ତାରିଖରୁ ବନ୍ଦ ରହିବ ସବୁ ଅଙ୍ଗନବାଡ଼ି କେନ୍ଦ୍ର, ଟ୍ୱିଟ୍‌ କରି ସୂଚନା ଦେଲେ ଜିଲ୍ଲାପାଳ ଜ୍ଞାନ ଦାସ
  • ||
  • କୁମ୍ଭମେଳା ଫେରନ୍ତାଙ୍କ ପାଇଁ ଗାଇଡ୍ ଲାଇନ୍ ଜାରି କଲେ ଏସ୍ଆରସି- କ୍ୱାରେଣ୍ଟାଇନରେ ରହିବେ କୁମ୍ଭମେଳା ଶ୍ରଦ୍ଧାଳୁ
  • ||
  • ଏସ୍‌ସିବିରୁ ହାଇଦର ଫେରାର ଘଟଣାରେ ୩ଅଭିଯୁକ୍ତ ଗିରଫ , ୨ ଜଣ ଯୁବକ ଓ ଜଣେ ଯୁବତୀ ଗିରଫ
  • ||
  • ୨୦ ଜିଲ୍ଲାର ସହରରେ ଆଜି ୯ଟାରୁ ଆରମ୍ଭ ହେଲା ନାଇଟ୍ କର୍ଫ୍ୟୁ, ସବୁ ସହରରେ ପୁଲିସର କଡ଼ାକଡ଼ି ଯାଞ୍ଚ
  • ||
  • କୋଭିଡ୍ ସ୍ଥିତିର ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବୈଠକରେ ବରିଷ୍ଠ ଅଧିକାରୀ ଉପସ୍ଥିତ
  • ||
  • ବିଷ ପିଇଥିବା ମହିଳାଙ୍କର ଭଦ୍ରକରୁ କଟକ ଯିବା ବାଟରେ ଭଣ୍ଡାରିପୋଖରୀ ନିକଟରେ ମୃତ୍ୟୁ
  • ||
  • ଆଜି ଭୁବନେଶ୍ୱରରୁ ୪୫୧ କରୋନା ପଜିଟିଭ୍ ଆକ୍ରାନ୍ତ, କ୍ୱାରେନଣ୍ଟାଇନ୍ କଣ୍ଟାକ୍ଟରୁ ୯୧, ଲୋକାଲ୍ କଣ୍ଟାକ୍ଟ ୩୬୦ ଚିହ୍ନଟ
  • ||
  • ବ୍ୟାରେଜ୍‌ ନିର୍ମାଣ ନେଇ ଆନ୍ଧ୍ରକୁ ସହଯୋଗ କରାଯାଉ – ନବୀନଙ୍କୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଚିଠି
  • ||
  • କୋଭିଡ୍‌ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ କରିବେ ସମୀକ୍ଷା , ରାତି ୮ଟାରେ ବୈଠକ ଡାକିଲେ ମୋଦି , ଟିକାକରଣ ନେଇ ମଧ୍ୟ କରିପାରନ୍ତି ସମୀକ୍ଷା , ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ରହିବେ ଉପସ୍ଥିତ
  • ||
  • ଆସିକାରୁ ପୋଲସରା ଯାଉଥିବା ମିନି ବସ୍ କବିସୂର୍ଯ୍ୟନଗର ଥାନା ନିକଟରେ ଓଲଟି ପ୍ରାୟ ୧୦ ଗୁରୁତର
  • ||
  • ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶିଙ୍କ ପ୍ରେସ୍‌ମିଟ୍ – ଆଜି ରାତି ୯ଟାରୁ ଟ୍ୱିନ୍‌ ସିଟିରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯିବ , କଟକଣା ପାଳନ କରିବାକୁ ଲୋକଙ୍କ କଲେ ନିବେଦନ
  • ||
  • ଦେଶରେ କୋଭିଡ୍‌ ଟିକାର ଅଭାବ ନାହିଁ – ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ
  • ||
  • ବଲାଙ୍ଗୀର: ଏମିତି ବି ଆସେ ମୃତ୍ୟୁ, ଚା’ ପିଉଥିଲା ବେଳେ ହଠାତ ଟଳି ପଡିଲେ ଯୁବକ
  • ||
  • ନନ୍ଦପୁର: ଗାଁ ବନ୍ଧରେ ବୁଡ଼ି କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଶାଶୁଙ୍କ ଦେହାନ୍ତ
  • ||
  • ପାରଦୀପ: ପାରଦୀପ ମାଛଧରା ବନ୍ଦରରୁ ମାଛ ଧରା ଡଙ୍ଗା ଚୋରି, ଡଙ୍ଗା ଥିଲା ୧୦ ଲକ୍ଷ ଟଙ୍କା
  • ||
  • କଟକ: ନୂଆପାଟଣା ବାଲିଘାଟକୁ ନେଇ ଏନଜିଟିଙ୍କ କଡା ଆଦେଶ, ଯେଉଁ ଏସ୍କାଭେଟରରେ ବାଲି ଖନନ ହୋଇଥିଲା ସେ ସବୁ ମେସିନକୁ ଜବତ କର
  • ||
  • କଟକ: ରେଭେନ୍ସାରେ ପୁଣି ଧାରଣା ଦେଲେ ଛାତ୍ରଛାତ୍ରୀ, ହଷ୍ଟେଲ ବନ୍ଦ ନିଷ୍ପତ୍ତିକୁ ବିରୋଧ
  • ||
  • ରାୟଗଡା: ଗୁମା ଘାଟିରେ ଅଘଟଣ, ମହୁମାଛି ଆକ୍ରମଣରେ ୪ଜଣ ଆହତ
  • ||
  • ଭୁବନେଶ୍ୱର: ବେପାରୀଙ୍କ ଠାରୁ ୧୫ କିଲୋ ଓଜନର ବଜ୍ରକାପ୍ତା ଉଦ୍ଧାର କଲା ଏସଟିଏଫ୍
  • ||
  • ସୁନ୍ଦରଗଡ଼: ଝାଡ଼ଖଣ୍ଡରୁ ଝିରପାଣି ଦେଇ ଯାଇଥିବା ରାଉରକେଲା ପ୍ରବେଶ ପଥକୁ ସିଲ କଲା ପ୍ରଶାସନ
  • ||

ବିଏମ୍‌ସିର ମୁଁ ଜଣେ ସଫେଇବାଲା ଅଭିଯାନ: ଏଣିକି ଓଦା, ଶୁଖିଲା ବର୍ଜ୍ୟ ଅଲଗା ନ ରଖିଲେ ଗଣିବେ ତଣ୍ଡ

ଭୁବନେଶ୍ୱର,୨୭/୦୨: ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁ ଅଲଗା ଅଲଗା ନ ରଖିଲେ ଏସବୁକୁ ନେବନି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) । ଅଳିଆ ଆବର୍ଜନା ବାହାରେ ପକାଇଲେ ଏଣିକି ତଣ୍ଡ ଗଣିବେ ।

ରାଜଧାନୀର ୬୭ ୱାର୍ଡ ପାଇଁ ୩୭୫ଟି ଚକାଚକ୍‌ ବ୍ୟାଟେରି ଗାଡ଼ି କିଣିବାକୁ ଯୋଜନା କରିଥିଲା । ବର୍ତ୍ତମାନ ସୁଦ୍ଧା ୧୧୫ଟି ଗାଡ଼ି ପହଞ୍ଚି ସାରିଛି । ଏଥିମଧ୍ୟରୁ ୧୦୦ଟି ଚାରି ଚକିଆ ଓ ୧୫ଟି ୩ ଚକିଆ ଗାଡିର ଡାଲା ଲଗା କାମ ଜାରି ରହିଥିବା ବେଳେ ଅନେକ କାର୍ଯ୍ୟକ୍ଷମ ହୋଇ ସାରିଲାଣି । ଓଦା ଅଳିଆ ନେବା ପାଇଁ ଗାଡ଼ିରେ ସବୁଜ ରଙ୍ଗର ଡଷ୍ଟବିନ୍‌ ରହିଥିବା ବେଳେ ଶୁଖିଲା ପାଇଁ ନୀଳ ରଙ୍ଗର ଡଷ୍ଟବିନ୍‌ ରହିଛି । ଏସବୁ ଗାଡ଼ି ବିଭିନ୍ନ ୱାର୍ଡ ପରିକ୍ରମା କରି ପୃଥକ ଭାବେ ଅଳିଆ ସଂଗ୍ରହ କରିବ । ସ୍ମାର୍ଟ ସିଟିରେ ଖଣ୍ଡିଆ କି ଚକ ଲଗା ଟ୍ରଲି ବ୍ୟବହାର ହେବନି । ନିଜ ଘର ପାଖରେ ପୂର୍ବରୁ ରଖିଥିବା ଓଦା ଓ ଶିଖୁଲା ବର୍ଜବସ୍ତୁକୁ ଗାଡ଼ିରେ ଥିବା ଦୁଇଟି ଡାଲାରେ ପକାଇବାକୁ ପଡ଼ିବ । ଏହାପରେ ଏସବୁ ଅଳିଆ ଆବର୍ଜନା ମାଇକ୍ରୋ କମ୍ପୋଷ୍ଟିଙ୍ଗ୍‌ ସେଣ୍ଟରକୁ ନିଆଯିବ । ଘର ପାଖରେ ଆସି ଲାଉଡ୍‌ ସ୍ପିକରରେ ଡାକ ଛାଡ଼ିବ । ଘରେ ଓଦା ଶୁଖିଲା ବର୍ଜ୍ୟବସ୍ତୁ ଅଲଗା କରି ନ ରଖିଲେ ଏ ଗାଡି ନେବନି । 

ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ପ୍ରତ୍ୟେକ ୱାର୍ଡରେ ୪ ଜଣ ‘ସ୍ୱଚ୍ଛସାଥୀ’ଙ୍କୁ ନିଯୁକ୍ତି ଦିଆଯାଉଛି । ଏହାସହ ବିଭିନ୍ନ ୱାର୍ଡରେ ମାଇକ୍ରୋ କମ୍ପୋଷ୍ଟିକ୍‌ ସେଣ୍ଟର(ଏମ୍‌ସିସି) ତିଆରି ହେଉଛି । ରାଜଧାନୀରେ ୪୩ଟି ଏମ୍‌ସିସି ଖୋଲିବାକୁ ଥିବା ବେଳେ ଅଦ୍ୟାବଧି ୮ଟି କାର୍ଯ୍ୟକାରୀ ହୋଇ ସାରିଛି ବୋଲି ଉପାୟୁକ୍ତ(ପରିମଳ ବିଭାଗ)ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି ।

ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର(ଏମ୍‌ସିସି) କାର୍ଯ୍ୟକ୍ଷମ ବିଭିନ୍ନ ୱାର୍ଡରେ ଏହି ଗାଡି ବ୍ୟବହାର ହେବ । ବ୍ୟାଟେରି ଚାଳିତ ଗାଡି ଓ ଲାଇଟ୍‌ ଭେହିକିଲ୍‌ ଚଲାଇବାକୁ ଜଣେ ଡ୍ରାଇଭର ଓ ଦୁଇ ଜଣ ହେଲପରଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଉଛି ।