କଣ୍ଟେନମେଣ୍ଟ ମୁକ୍ତ ହେଲା ଭୁବନେଶ୍ୱର

ଭୁବନେଶ୍ୱର ୨୨/୪: ରାଜଧାନୀ କଣ୍ଟେନମେଣ୍ଟ ମୁକ୍ତ । କଣ୍ଟେନମେଣ୍ଟ ମୁକ୍ତ ହେଲା ଭୁବନେଶ୍ୱର । ଏନେଇ ଘୋଷଣା କରିଛି ବିଏମସି । ବମିଖାଲ, ସତ୍ୟନଗର, ସୂର୍ଯ୍ୟନଗରରୁ ଉଠିଲା କଣ୍ଟେନମେଣ୍ଟ ଜୋନ୍ । ଏହି ସ୍ଥାନମାନଙ୍କରୁ କଣ୍ଟେନମେଣ୍ଟ ଜୋନ୍ ଉଠାଇବା ନେଇ ବିଏମସି ଘୋଷଣା କରିଛି । ଏବେ ଏହି ଅଞ୍ଚଳମାନଙ୍କରେ କେବଳ ଲକଡାଉନ୍ ବଳବତ୍ତର ରହିବ । କହିରଖୁଛୁ ପୂର୍ବରୁ ଯଦୁପୁର ଓ ସୁନ୍ଦରପଦାରୁ କଣ୍ଟେନମେଣ୍ଟ ହଟିଥିଲା । କରୋନା ପଜିଟିଭ୍ ଚିହ୍ନଟ ପରେ ଏହି ସ୍ଥାନମାନଙ୍କୁ ସିଲ୍ କରାଯାଇଥିଲା । ଏହି ଅଞ୍ଚଳରେ ଯିବା ଆସିବା ଉପରେ ରୋକ ଲଗାଯିବା ସହ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା  ।

   ସମ୍ବନ୍ଧିତ ଖବର


ଏବର୍ଷ ହେବନି ପ୍ରସିଦ୍ଧ ବାଲିଯାତ୍ରା, କୋଭିଡ ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି

ମାତିଲେ ଗଜରାଜ, ଦଳିଲେ ଏକର ଏକର ଧାନ ଫସଲ, ଭୟରେ ଗ୍ରାମବାସୀ

ଛୁଟିରେ ୩ ଦିନ ଖୋଲା ରହିବ ଆର୍‌ଟିଓ: ଜାଣନ୍ତୁ କେଉଁ କେଉଁ ଦିନ..

ଆଇପିଏଲ୍‌ ବେଟିଂ କିଙ୍ଗ୍‌ପିନ୍ ଗିରଫ ! ବିପୁଳ ପରିମାଣର ଟଙ୍କା, ବୁକି ତାଲିକା ଜବତ

ଆଜି ତିର୍ତ୍ତୋଲରେ ରୋଡ୍‌ ସୋ’ କରିବେ ଧର୍ମେନ୍ଦ୍ର

ନଭେମ୍ବରରୁ ଖୋଲିବ ସିନେମା ହଲ୍‌ ! ପ୍ରସ୍ତୁତି ଶେଷ, ଦର୍ଶକଙ୍କୁ ଅପେକ୍ଷା…