ବାଲେଶ୍ୱର: ରେମୁଣା ହଳଦିଆ ଘାଟରେ ବୁଡିଲା ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ

ବାଲେଶ୍ୱର ୮/୯: ବୁଢାବଳଙ୍ଗ ନଦୀରେ ହଳଦିଆ ଘାଟରେ ବୁଡିଲା ଡଙ୍ଗା । ରେମୁଣା ବ୍ଲକ୍ ପଦମପୁର ହଳଦିଆ ଘାଟରେ ଏକ ଡଙ୍ଗା ବୁଡିଯାଇଛି । ଏହି ଅଘଟଣ ସମୟରେ ଡଙ୍ଗାରେ ପ୍ରାୟ ୩୦ ଜଣ ଯାତ୍ରୀ ଥିଲେ । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ୩୦ ଯାତ୍ରୀ । ତେବେ କେମିତି ଏହି ଅଘଟଣ ଘଟିଲା ସେ ସମ୍ପର୍କରେ କିଛି ସବିଶେଷ ତଥ୍ଯ ମିଳିନାହିଁ ।

   ସମ୍ବନ୍ଧିତ ଖବର


ଭିଜିଲାନ୍ସ ଜାଲରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ: ଟେବୁଲ ଡ୍ରୟରରୁ ନଗଦ ୨ ଲକ୍ଷ ୪୩ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଜବତ

ଆକ୍ସନ ମୋଡରେ ନୀଳଗିରି ତହସିଲଦାର, ପୁଣି ଚୋରା ବାଲି ବୋଝେଇ ଟ୍ରାକ୍ଟର ଜବତ

ପ୍ରାଧ୍ୟାପକ ସୁବଲ ଦେଙ୍କ କରୋନାରେ ମୃତ୍ୟୁ

ଫ୍ଲିପ୍‌କାର୍ଟ ଡେଲିଭରି ବୟଙ୍କୁ ହତ୍ୟା ଉଦ୍ୟମ: ଛେଚା ଖାଇବା ପରେ ଦୁଇ ଯୁବକ ଗିରଫ

ରାସ୍ତା କଡ଼ରେ ପଡ଼ିଛି ମୃତଦେହ, କରୋନା ଭୟରେ ଶବ ନେଉନାହାନ୍ତି ସମ୍ପର୍କୀୟ

ପୃଥ୍ବୀ-୨ ବାଲାଷ୍ଟିକ୍‌ ମିଶାଇଲର ସଫଳ ପରୀକ୍ଷଣ