ଜିୟା ଭରାଲି ନଦୀରେ ବୁଡିଲା ଡଙ୍ଗା, ଥିଲେ ୭୦ରୁ ୮୦ ଯାତ୍ରୀ

ସୋନିତପୁର,୧୭।୧୦: ଆସାମର ସୋନିତପୁରରେ  ଥିବା ଜିଆ ଭାରଲି ନଦୀରେ ଆଜି ଏକ ଯାତ୍ରୀବାହୀ ଡଙ୍ଗା ଓଲଟି ପଡିଛି।  ଡଙ୍ଗା ବୁଡିବା ସମୟରେ ଏଥିରେ  ପ୍ରାୟ ୮୦ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ବହୁ ଯାତ୍ରୀ ନିଖୋଜ ହୋଇସାରିଥିବା ବେଳେ କିଛି ଲୋକ କୁଳକୁ ଫେରିଛନ୍ତି। ନିଖୋଜ  ଗଭୀର ଜଳରୁ ନିଖୋଜ   ଉଦ୍ଧାର ପାଇଁ ଏସଡିଆରଏଫ ଓ ସ୍ଥାନୀୟ ଲୋକ ଉଦ୍ୟମ ଜାରି ରଖିଛନ୍ତି। ତେବେ  ଏପର୍ଯ୍ୟନ୍ତ କାହାର ସନ୍ଧାନ ମିଳିନି।

ସୂଚନା ଅନୁଯାୟୀ, ଡଙ୍ଗାଟି ଯାତ୍ରୀଙ୍କୁ ନେଇ ଲାଲ ତପୁଠାରେ ଥିବା ବିହିଆ ଗାଁରୁ ତେଜପୁରରେ ଥିବା ପାଞ୍ଚ ମିଲେ ଅଞ୍ଚଳକୁ ଯାଉଥିଲା। ଯାତ୍ରୀଙ୍କ ସହିତ କିଛି ମୋଟରସାଇକେଲ ମଧ୍ୟ ଡଙ୍ଗାରେ ଥିଲା।   ଦୁର୍ଘଟଣା ସନ୍ଧ୍ୟା ବେଳେ ଘଟିଥିବାରୁ  ଉଦ୍ଧାର କାର୍ଯ୍ୟରେ ସମସ୍ୟା ସୃଷ୍ଟି ହୋଇଛି। ।ଅଧା ବାଟରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।   ଯାତ୍ରୀମାନେ ସାପ୍ତାହିକ ମାର୍କେଟ ପାଇଁ ପାଞ୍ଚ ମିଲେ ଅଞ୍ଚଳକୁ ଯାଉଥିବା ଜଣାପଡ଼ିଛି।  

   ସମ୍ବନ୍ଧିତ ଖବର


ଭାରତକୁ ବଡ ଝଟକା ଦେଲା ଇରାନ୍, ଚାବହାର ରେଳ ପ୍ରୋଜେକ୍ଟରୁ ବାହାର କଲା

AIIMS-ପାଟନାରେ କରୋନାରେ ଚାଲିଗଲା ୨ ଡାକ୍ତରଙ୍କ ଜୀବନ !

କାହିଁକି ଏହି କାର୍ ପିନ୍ଧିଛି ମାସ୍କ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଫେସ୍‌ବୁକ୍‌ ଆକାଉଣ୍ଟ ବନ୍ଦ କର , ନୁହେଁତ ଚାକିରୀ ଛାଡ଼ – ସେନାରେ ୮୯ଟି ଆପ୍ ବ୍ୟାନ୍

ଭାରତରେ କରୋନାକୁ ନେଇ ଏକ ଭଲ ଖବର – ସ୍ୱଦେଶୀ ଭାକ୍‌ସିନ୍‌ର ଟକ୍ସିସିଟି ଅଧ୍ୟୟନ ସଫଳ ବୋଲି କହିଲା ଆଇସିଏମ୍‌ଆର୍‌

ବିହାର ସରକାରଙ୍କ ବଡ଼ ନିଷ୍ପତ୍ତି, ୧୬-୩୧ ଜୁଲାଇ ଯାଏ ପୁରା ଲକ୍‌ଡାଉନ୍‌