ସ୍ୱାମୀଙ୍କ କାନ୍ଧରେ ଭାଲୁ ପରି ଚଢ଼ି ବ୍ୟାୟାମ କରୁଛନ୍ତି ଏହି ଅଭିନେତ୍ରୀ ,ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ ୨୩/୪ : ଅଭିନେତ୍ରୀ ଭାଗ୍ୟଶ୍ରୀ ନିଜର ଫିଟନେସ୍ ପାଇଁ ବହୁତ ସତର୍କ ଥାନ୍ତି । ନିଜର ଡାଏଟିଂ ଉପରେ ପୁରା ଧ୍ୟାନ ଦେଇଥାନ୍ତି।

ନିକଟରେ ଭାଗ୍ୟଶ୍ରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ତାଙ୍କ ସ୍ୱାମୀ ହିମାଳୟଙ୍କ କାନ୍ଧରେ ଭାଲୁ ପରି ଚଢି ଯାଇ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଛି।

ଏଥିରେ ବିଶେଷ କଥା ହେଲା ,ଏହିପରି କିଏ ବ୍ୟାୟାମ କରୁଥିବାର ଆପଣ ବୋଧେ କେବେ କେଉଁଠି ଦେଖି ନଥିବେ । ଏହାକୁ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି – ହସ ଥେରାପି !!! ସନଡେ ଫନ୍ ଡେ । ଆମେ ପ୍ରୟାସ କରିଛୁ ଏମିତି , ଦେଖ କଣ ହେଉଛି।

   ସମ୍ବନ୍ଧିତ ଖବର


ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର

ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଥିବା ସ୍ୱରାଙ୍କର ରହିଛି ଏହି ଗୁଣ

ଲୁଚାଛପାକୁ ସେ ପସନ୍ଦ କରନ୍ତି ନାହିଁ

ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ

ଦୁର୍ଗା ଅଷ୍ଟମୀ ପାଳିଲେ ଅଭିନେତ୍ରୀ – କନ୍ୟାଙ୍କ ପାଦ ଧୋଇ ଆଳତୀ କଲେ ଶିଳ୍ପା ଶେଟ୍ଟୀ