PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଅସ୍କାର ରେସ୍‌ରୁ ବାଦ୍‌ ପଡ଼ିଲା ରଣବୀର ସିଂହଙ୍କ ‘ଗଲି ବଏ’

ମୁମ୍ବାଇ ୧୮/୧୨: ରଣବୀର ସିଂହ ଓ ଆଲିୟା ଭଟ୍ଟ ଷ୍ଟାରର୍‌ ‘ଗଲି ବଏ’ ଏ ବର୍ଷର ସବୁଠୁ ପ୍ରଶଂସନୀୟ ଫିଲ୍ମ ତାଲିକାରେ ସାମିଲ ହୋଇଥିଲା । ଜୋୟା ଅଖତରଙ୍କ ଏହି ଫିଲ୍ମଟି କେବଳ ଦର୍ଶକଙ୍କ ଦ୍ୱାରା ଆଦୃତି ପାଇଥିଲା ତାହା ନୁହେଁ, ବରଂ ସମୀକ୍ଷକଙ୍କ ଦ୍ୱାରା ମଧ୍ୟ ଖୁବ୍‌ ପ୍ରଶଂସିତ ହୋଇଥିଲା । ଶ୍ରେଷ୍ଠ ବିଦେଶୀ ଭାଷା ଚଳଚ୍ଚିତ୍ର ବିଭାଗରେ ଅସ୍କାର ସମ୍ମାନ ପାଇଁ ଭାରତର ଅଫିସିଆଲ ଏଣ୍ଟ୍ରି ଭାବେ ଫିଲ୍ମଟିକୁ ଚୟନ କରାଯିବା ପରେ ପୁଣି ଥରେ ଏହା ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲା ।

ଏହି ଘୋଷଣା ପରେ ରଣବୀର, ଆଲିୟା ଓ ଫିଲ୍ମ ଟିମ୍‌ ସୋସିଆଲ ମିଡିଆରେ ନିଜର ଖୁସି ବ୍ୟକ୍ତ କରିଥିଲେ । କିନ୍ତୁ ଦ ଏକାଡେମୀ ଅଫ୍‌ ମୋସନ୍‌ ପିକଚର ଆର୍ଟସ ଆଣ୍ଡ ସାଇନ୍ସେସ୍‌କୁ ପ୍ରଭାବିତ କରିବାରେ ଫିଲ୍ମଟି ବିଫଳ ହୋଇଛି । ଏକାଡେମୀ ପକ୍ଷରୁ ୯୨ତମ ଅସ୍କାର ଆୱାର୍ଡ ପାଇଁ ଶ୍ରେଷ୍ଠ ବିଦେଶୀ ଭାଷା ଫିଲ୍ମ ବିଭାଗର ୧୦ ଫିଲ୍ମ ଚୟନ କରିଛି । ଦୁର୍ଭାଗ୍ୟବଶତଃ ‘ଗଲି ବଏ’ ଏହି ରେସ୍‌ରୁ ବାଦ୍‌ ପଡ଼ିଛି ।

ସମ୍ବନ୍ଧିତ ଖବର