ଅସ୍ଥି ଚିକିତ୍ସା କେନ୍ଦ୍ର ଉପରେ ବୋମାମାଡ

ଆଠଗଡ ୨୦।୯: କୁଲେଇଲ ଅସ୍ଥି ଚିକିତ୍ସା କେନ୍ଦ୍ର ଉପରେ ବୋମାମାଡ ହୋଇଛି। ବିଳମ୍ବିତ ରାତିରେ ବୋମାମାଡ କରି ଦୁର୍ବୃତ୍ତ ଫେରାର୍ ହୋଇଯାଇଥିବା ସୁଚନା ମିଳିଛି।

ବର୍ତ୍ତମାନର ବୋମାମାଡର କାରଣ ଅସ୍ପଷ୍ଟ ରହିଛି। ତେବେ ବୋମାମାଡରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।

   ସମ୍ବନ୍ଧିତ ଖବର


ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା: ୩ ଅଭିଯୁକ୍ତ ଗିରଫ, ୪ ଫେରାର୍‌

ପୁଣି ଖାକିରେ କଳଙ୍କ: ଥାନା ଅଧିକାରୀ ଓ ମହିଳା କର୍ମଚାରୀଙ୍କ ଭିଡିଓ ଭାଇରାଲ୍‌, ସ୍ୱାମୀ, ଦୁଇ କର୍ମଚାରୀଙ୍କ ନାଁରେ ଏତଲା ଦେଲେ ମହିଳା

ରାଜଧାନୀରୁ ୫ଲକ୍ଷ ଟଙ୍କା ଗଞ୍ଜେଇ ଜବତ: ୨ ବେପାରୀଙ୍କୁ ବାନ୍ଧିଲା କୁଇକ୍‌ ଆକ୍ସନ ଟିମ୍

ଭିଡ଼ିଓ କଲ୍‌ରେ ଉଲଗ୍ନ ହେବାକୁ ଯୁବତୀଙ୍କୁ ଜିଦ୍ କରୁଥିଲେ ! ବାହୁବଳୀ ବିଧାୟକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ….

ହାଥରସ୍ ମାମଲା: ଯେଉଁ କ୍ଷେତରେ ପୀଡିତାଙ୍କୁ ହୋଇଥିଲା ଦୁଷ୍କର୍ମ, ତା’ର ମାଲିକ ସରକାରଙ୍କୁ ମାଗିଲେ କ୍ଷତିପୂରଣ

ପୁଲିସ ଟାର୍ଗେଟ୍‌ରେ ‘ଜହର ରାଣୀ’: ଜଳେଶ୍ୱରରୁ ଆଣି ପୁରୀକୁ ଯୋଗାଉଛି ବ୍ରାଉନ୍‌ ସୁଗର ! ଚେର ଉପାଡ଼ିବାକୁ ଚାଲିଛି ଛାନ୍‌ଭିନ୍‌