ମହିଳା କର୍ମଚାରୀଙ୍କ ଏହି ଅଙ୍ଗର କେଶକୁ ସଫା କରିବା ପାଇଁ ଆଦେଶ ଦେଲେ ଅଫିସର ମାଲିକ, ଏହା ପରେ ଯାହା ହେଲା…

ଆମେରିକା ୨୪।୮: ଆମେରିକା ସୋସିଆଲ ଓ୍ବେବସାଇଟ ‘ରେଡଡିଟ୍’ରେ କିଛି ଦିନ ତଳେ ଜଣେ ମହିଳା ବହୁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ପ୍ରମୋସନ କମ୍ପାନିରେ କାମ କରୁଥିବା ଏହି ୨୧ ବର୍ଷିୟ ମହିଳା ଏକ ଓ୍ବେବସାଇଟରେ ନିଜ ନାଁକୁ ଗୋପନ ରଖି କହିଛନ୍ତି କି ଯେ, କାମ କରୁଥିବା ସମୟରେ ସେହି ଅଫିସର ମାଲିକ ଆସି ମହିଳାଙ୍କୁ ଗୋଡ଼ର କେଶ ସଫା କରିବା ପାଇଁ ଆଦେଶ ଦେଇଥିଲେ। ଏହି କଥାକୁ ଶୁଣି ମହିଳା ଜଣକ ଚକିତ ହେବା ସହ ରାଗି ଯାଇଥିଲେ।

ମହିଳାଙ୍କ କହିବାନୁସାରେ, ଶରୀର ଅନାବଶ୍ୟକ କେଶ ବହୁତ ଅପରିଷ୍କାର ହୋଇଥାଏ, ଏହାକୁ ସଫା କରିବା ଦରକାର। ଗୋଡର କେଶ ଯୋଗୁଁ ଅଫିସ ମଧ୍ୟ ଅପରିଷ୍କାର ହେଉଛି, ଯାହାକି ଅଫିସର ପଲିସି ବିରୋଧରେ ଯାଉଛି ବୋଲି ମାଲିକ ଜଣକ ମହିଳା କର୍ମଚାରୀଙ୍କୁ କହିଥିଲେ। କେବଳ ଏତିକି ନୁହେଁ, ଅଫିସରେ କାମ କରୁଥିବା ଅନ୍ୟ କର୍ମଚାରୀମାନେ ମଧ୍ୟ ତୁମ ନାଁରେ ଏନେଇ ଅଭିଯୋଗ ଆଣିଛନ୍ତି ବୋଲି ମାଲିକ ଜଣକ ମହିଳାଙ୍କୁ କହିଥିଲେ।

ଏହି ପୁରା ଘଟଣା ବିଷୟରେ ମହିଳା ଜଣକ ଓ୍ବେବସାଇଟରେ ଲେଖିଛନ୍ତି। ଯେଉଁ ଢ଼ଙ୍ଗରେ ଅଫିସର ମାଲିକ ତାଙ୍କୁ ଦୁଃବ୍ୟବହାର କରିଛନ୍ତି ପ୍ରକୃତରେ କିନ୍ତୁ ମହିଳାଙ୍କ ଗୋଡ଼ରେ ଯେମିତି କେଶ ନାହିଁ ବୋଲି ମହିଳା ଜଣକ କହିଛନ୍ତି।

   ସମ୍ବନ୍ଧିତ ଖବର


ଭାରତ କିଣିବ ଲଢୁଆ ଡ୍ରୋନ୍‌- ଚୀନ୍‌କୁ ଦେବ ଜବାବ

ଭାରତରେ ୫୦% ଦକ୍ଷତା ଥିବା ଟିକାକୁ ମଧ୍ୟ ଅନୁମତି ମିଳିବ

ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ମୋଦି

୧୦ ବର୍ଷ ପରେ ପରିବର୍ତ୍ତନ କରାଯାଉଛି Wikipediaର ଡିଜାଇନ୍‌, ଦେଖନ୍ତୁ ନୂଆ ଲେଆଉଟ୍‌

୧୦ବର୍ଷିୟା ବାଳିକାଙ୍କ ମହାନତାକୁ ସଲାମ – ନିଜର ୩୧ଇଞ୍ଚ ଲମ୍ୱ କେଶକୁ କାଟି କଲେ ଏମିତି କାମ

ନିଜର ଗାଡିରେ ଲଗାଇ ଦିଅନ୍ତୁ HSRP ଓ କଲର କୋଡ୍, ନଚେତ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା