ଦୁର୍ଘଟଣାରେ ଅତିରିକ୍ତ ଜିଲ୍ଲାପାଳଙ୍କ ମୃତ୍ୟୁ; ଡ୍ରାଇଭର ଗୁରୁତର

ବୌଦ୍ଧ ୨୬।୮: ସଡକ ଦୁର୍ଘଟଣାରେ ବୌଦ୍ଧର ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀଙ୍କ ମୃତ୍ୟୁ ଘଟିଛି। ବୌଦ୍ଧ ଚାରିଛକ କଲରାକୋଠା ନିକଟରେ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ଗଛରେ କାର୍ ପିଟି ହୋଇଥିଲା।

ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ବୌଦ୍ଧ ମେଡିକାଲକୁ ଅଣାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣାରେ ତାଙ୍କ ଡ୍ରାଇଭର ଗୁରୁତର ହୋଇପଡ଼ିଥିବାବେଳେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି।

   ସମ୍ବନ୍ଧିତ ଖବର


ଟାପୁରେ ଫଶିଲେ ଶହ ଶହ ମାଙ୍କଡ : ୫ଦିନ ପରେ ଜଳ ଭଣ୍ଡାରରୁ ଜଳ ନିଷ୍କାସନ ଆରମ୍ଭ କରିଛି ବନବିଭାଗ

ଅଲଗା ଜାତି ବୋଲି ଶବ ସତ୍କାର ପାଇଁ ମିଳିଲାନି ଶ୍ମଶାନ, ଟ୍ରାକ୍ଟରରେ ନେଇ ଜଙ୍ଗଲରେ ପୋତିଦେଲା ସ୍ୱାମୀ

ଟୋକନ ବ୍ୟବସ୍ଥାକୁ ନେଇ ତେଜୁଛି ଚାଷୀ ଆନ୍ଦୋଳନ : ରାସ୍ତାରେ ଧାନ ଢ଼ାଳି ଚାଷୀଙ୍କ ବିକ୍ଷୋଭ

ଗେମ୍‌ ଖେଳୁଥିବା ସମୟରେ ମୋବାଇଲ୍‌ ବ୍ୟାଟେରି ଫାଟି ଦୁଇ ଭାଇ ଗୁରୁତର