ବସ ଭିତରେ ଯୁବକକୁ ନିବସ୍ତ୍ର କରି ପିଟିଲେ, ଚାଲୁଥିବା ଅବସ୍ଥାରେ ଫୋପାଡ଼ିଲେ ବାହାରକୁ

ନୂଆଦିଲ୍ଲୀ ୫।୯: ଦିଳ୍ଳୀରେ ଡିଟିସି ବସରେ ଯୁବକକୁ ନିବସ୍ତ୍ର କରି ବାହାରକୁ ଫୋପାଡ଼ିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି। ଭିଡ଼ିଓରେ ଦେଖିବାକୁ ମିଳିଛି କି, ଚଳନ୍ତା ବସ ଭିତରେ କିଛି ଯାତ୍ରୀ ଯୁବକ ଜଣଙ୍କୁ ଚୋର ଭାବି ଖୁବ୍ ପିଟିଥିଲେ। ଆଉ ଦେହରୁ କପଡ଼ା କାଢ଼ିବାକୁ ବାଧ୍ୟ କରିଥିଲେ।

ପୁଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିଛନ୍ତି କି, ଆମେ ଭିଡ଼ିଓର ଯାଞ୍ଚ କରୁଛୁ। ଯେଉଁ ସ୍ଥାନରେ ଘଟଣାଟି ଘଟିଛି ସେହି ସ୍ଥାନକୁ ଚିହ୍ନଟ କରିବା ପାଇଁ ଚେଷ୍ଟା କରୁଛୁ। ବସ ଚାଳକ ଓ ମାଲିକ ସହିତ ମଧ୍ୟ କଥା ହେବୁ। ଏହା ପରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି ସେ କହିଛନ୍ତି।

   ସମ୍ବନ୍ଧିତ ଖବର


ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?

୯ ମାସର ଗର୍ଭବତୀ ମହିଳା ୫ମିନିଟ୍‌ରେ ଦୌଡ଼ିଲେ ୧.୬ କି.ମି, ଲୋକେ କହିଲେ…

ରୁଟି ଅମ୍ମାଙ୍କ ଭିଡିଓ ଭାଇରାଲ: ୨୦ ଟଙ୍କାରେ ଲୋକଙ୍କୁ ଖୁଆନ୍ତି, ସରୁନି ଦୁଃଖ…

ବିହାର ନିର୍ବାଚନର ଏକ ରୋଚକ ତଥ୍ୟ, ୪ଟି ମେଣ୍ଟ କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ୬ ଦାବିଦାର

ଚୀନ୍‌ର ଡିଜିଟାଲ୍ ପ୍ଲାନ୍ ! ଚାଇନିଜ୍ ମୋବାଇଲରୁ ଅରୁଣାଚଳ ଗାଏବ୍…