କାଠ ଯୋଡି ପୋଲରୁ ଡେଇଁ ସ୍ବାମୀ ନିଖୋଜ

କଟକ ୯/୧୦: କଟକ କାଠଯୋଡି ପୋଲରୁ ନଦୀକୁ ଡେଇଁ ସ୍ବାମୀ ନିଖୋଜ। ଆଜି ମଧ୍ୟାନ୍ନ ସମୟରେ ସ୍ବାମୀ -ସ୍ତ୍ରୀ ପିଲା କାଠ ଯୋଡି ବାଇକ୍ ଯୋଗେ ପାର କରୁଥିବା ବେଳେ ଘଟିଛି ଅଘଟଣ। ହଠାତ୍ ବାଇକ୍ ଅଟକାଇ ଯୁବକ ନଦୀକୁ ଡେଇଁ ଥଲେ। ଘରୋଇ କଳିରେ ହତାସ ହୋଇ ସ୍ବାମୀ ଜଣକ କାଠ ଯୋଡି ପୋଲ ଉପରେ ଡେଇଁ ଆତ୍ମାହତ୍ୟା କରିଛି ସନ୍ଦେହ କରାଯଉଛି ।

ଏହା ପରେ ସ୍ତ୍ରୀ ଜଣକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ଜଣେ ମହିଳା ଉଦ୍ଧାର କରିଛନ୍ତି। ନିଖୋଜ ଥିବା ସ୍ବାମୀଙ୍କୁ ଖୋଜିବା ପାଇଁ ସେଠାରେ ଡ୍ରାଫ୍ ଟିମ୍ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ୧ଘଣ୍ଟା ହେବ ଉଦ୍ୟମ ଜାରି ରଖିଛି।ନିଖୋଜ ଥିବା ଯୁବକ ନିଆଲି ଅଞ୍ଚଳର ଦେବବ୍ରତ ମାହାପାତ୍ର ବେଲେ ତାଙ୍କ ଶ୍ବଶୂର ସୂଚନା ଦେଇଛନ୍ତି। ଅନେକ ଦିନ ହେବା ସ୍ବାମୀ-ସ୍ତ୍ରୀ ମଧ୍ୟରେ ପାରିବାର କଳହ ଥିବା ଶଶ୍ବର କହିଛନ୍ତି। ପୁଲିସ ଏବେ ମହିଳାଙ୍କୁ ଥାନ ନେଇ ପଚାର ପଚରାଉଚରା କରୁଛି ।

   ସମ୍ବନ୍ଧିତ ଖବର


୨୨ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ : ଗ୍ରାମାଞ୍ଚଳରେ ଆୟ ବୃଦ୍ଧି ଉପରେ ବିଶେଷ ଗୁରୁତ୍ବ, କୃଷକ ପାଇଁ ଇ-ମାର୍କେଟ ବ୍ୟବସ୍ଥା

ରଥଖଳା: ଆଜି ରଥଖଳାରେ ପନ୍ତି ଗ୍ରହଣ

୭ ଜନ୍ମର ବନ୍ଧନ ଗଲାନି ୭ ମାସ : ବାହାଘରର ୩ ମାସ ନପୁରୁଣୁ ଘରୁ ମିଳିଲା ନବ ଦମ୍ପତିଙ୍କ ମୃତଦେହ

ନବଯୌବନ ଦର୍ଶନ ପରେ ସୂର୍ଯ୍ୟୋପରାଗ ନୀତି: ଜୁନ୍‌ ୨୦ ରାତିରୁ ପାକ ତ୍ୟାଗ

ଓଡ଼ିଶାରେ କରୋନା ଟୀକା ଓ ଔଷଧ ! ILS ଭୁବନେଶ୍ବର ବୈଜ୍ଞାନିକଙ୍କ ଦାବି, ଖୁବ୍‌ଶୀଘ୍ର ମୂଷା ଓ ଠେକୁଆଙ୍କ ଦେହରେ ହେବ ପରୀକ୍ଷା

ଦୁଇ କରୋନା ପଜିଟିଭଙ୍କ ମୃତ୍ୟୁ, କିନ୍ତୁ ମୃତ୍ୟୁ କାରଣ ଯକୃତ ରୋଗ ଓ ରକ୍ତ କର୍କଟ ଜନିତ