ଘୁଞ୍ଚିଲା ବିପିୟୁଟି ସେମିଷ୍ଟାର ପରୀକ୍ଷା, ଆସନ୍ତା ୨୫ରେ ପରୀକ୍ଷା

ଭୁବନେଶ୍ୱର ୧/୫: ଘୁଞ୍ଚିଲା ବିପିୟୁଟି ସେମିଷ୍ଟାର ପରୀକ୍ଷା ।  ବିପିୟୁଟିର ସବୁ ସେମିଷ୍ଟାର ପରୀକ୍ଷା ବାତିଲ୍ କରାଯାଇଛି । ସମ୍ଭାବିତ ବାତ୍ଯା ଫୋନିକୁ ଦୃଷ୍ଟିରେ ରଖି ବିପିୟୁଟିର ସବୁ ସେମିଷ୍ଟାର ପରୀକ୍ଷା ବାତିଲ୍ କରାଯାଇଛି । ଆସନ୍ତାକାଲି ଅର୍ଥାତ୍ ମେ ୨ ରେ ପରୀକ୍ଷା ହୋଇଥାନ୍ତା । ତେବେ ପରୀକ୍ଷା ଆସନ୍ତା ୨୫ ତାରିଖକୁ ଘୁଞ୍ଚିଲା । ସେହିଭଳି ୩ ତାରିଖରେ ହେବାକୁ ଥିବା ପରୀକ୍ଷା ୨୭ ଏବଂ ୪ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖକୁ ଘୁଞ୍ଚିଛି ।

   ସମ୍ବନ୍ଧିତ ଖବର


ରାଜ୍ୟର ପ୍ରମୁଖ ୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ

ପୁଣି ଚର୍ଚ୍ଚାରେ କୋଲୟାମ ହାଇଓ୍ବେ: ରାସ୍ତା ସାରା ପଡିଛି ମଣିଷର ହାଡ ଓ ଖପୁରି,୧୦ ଲକ୍ଷ ଲୋକଙ୍କୁ ମାରି ପୋତି ଦିଆଯାଇଥିଲା

ISL-7: ଆଜି ହାଇଦ୍ରାବାଦକୁ ଭେଟିବ ଓଡ଼ିଶା ଏଫ୍‌ସି

ଡ୍ରଗ୍ସ ମାମଲା: କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ବାମୀ ହର୍ଷଙ୍କୁ ମିଳିଲା ଜାମିନ୍

ଡ୍ରଗ୍ସ ପେଡଲରଙ୍କୁ ଧରିବାକୁ ଯାଇଥିବା ଏନସିବି ଅଧିକାରୀଙ୍କ ଉପରେ ଆକ୍ରମଣ, ଦୁଇ ଗୁରୁତର