ମଦୁଆ ଡ୍ରାଇଭର ସାବଧାନ! ଆଜିଠାରୁ ୧୪ଟି ଟୋଲ୍ ଗେଟରେ ଆରମ୍ଭ ହେବ ଚେକିଂ

ଭୁବନେଶ୍ବର ୬।୯: ନୂଆ ମୋଟର ଭେଇକିଲ୍ ଆକ୍ଟ ଲାଗୁ ହେବା ପରେ ମଦୁଆ ଡ୍ରାଇଭର ଟିକେ ସାବଧାନ ହୋଇଯାଇଛନ୍ତି। କାହିଁକି ନା ମଦୁଆ ଡ୍ରାଇଭରଙ୍କୁ ନିୟନ୍ତ୍ରଣ ପାଇଁ ପୋଲିସ ନେଇଛି ଏକ ନୂଆ ପଦକ୍ଷେପ ।

ଏବେ ମଦ ପିଇ ଗାଡି ଚଳାଇଲେ ଗିରଫ ହେବେ ଡ୍ରାଇଭର । ଏଥିପାଇଁ ରାଜ୍ୟରେ ଥିବା ୧୪ଟି ଟୋଲ୍ ଗେଟ୍ ରେ ଆଜିଠାରୁ ଆରମ୍ଭ ହେବ ଏହି ଅଭିଯାନ । ବ୍ରେଥ୍ ଆନାଲାଇଜର ସହ ଡ୍ରାଇଭରଙ୍କର ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି ବିକେ ଶର୍ମା ।

   ସମ୍ବନ୍ଧିତ ଖବର


ଖଣ୍ଡୋଲାଇଟ୍‌ ଅଭାବରୁ ଅଟକିଛି ଶ୍ରୀମନ୍ଦିର ବାଇଶି ପାହାଚ ମରାମତି କାମ: ତାପଙ୍ଗ ଖଣିରୁ ଆସୁଥିଲା ପଥର

ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟଣା: ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ, ଆସିଲା ମାଂସ ଖଣ୍ଡର DNA ରିପୋର୍ଟ

ସଗଡ଼ଭଙ୍ଗା ଜଙ୍ଗଲରେ ମହିଳାଙ୍କୁ ଦୁଷ୍କର୍ମ କରି ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଅଭିଯୁକ୍ତ: ଥାନାରେ ଅଭିଯୋଗ କଲେ ଯୁବତୀ

ସାରୁଅ ଜମି କେଳେଙ୍କାରୀ ମାମଲା : ସ୍ଥାନୀୟ ଲୋକଙ୍କୁ କ୍ରାଇମବ୍ରାଞ୍ଚ ୩ ଜଣିଆ ଟିମ୍‌ର ପଚରାଉଚରା

ଫସର ଫାଟିଲା ଫେସ୍‌ବୁକ୍‌ ପ୍ରେମ: ନାବାଳିକା ବିବାହ ବନ୍ଦ କଲା ପ୍ରଶାସନ, ପ୍ରେମୀ ଯୁଗଳ ଥାନାରେ ଅଟକ

ସିସିଟିଭି ଫୁଟେଜରୁ ମିଳିଲା ସ୍କୁଟିଚୋରି ସୁରାକ, ୫ଜଣକୁ ଗରିଫ କଲା ପୁଲିସ