PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ଶ୍ରାବଣ ମାସରେ ଘରକୁ ଆଣନ୍ତୁ ଏହି ୮ଟି ଜିନିଷ, ଜୀବନରେ ସୁଖ-ସମୃଦ୍ଧି ସହ ମିଳିବ ସଫଳତା

https://www.aajtak.in

ହିନ୍ଦୁ ଧର୍ମରେ ଶ୍ରାବଣ ମାସର ସ୍ବତନ୍ତ୍ର ମହତ୍ବ ରହିଛି। ଏହି ପବିତ୍ର ମାସରେ ଭଗବାନ ଶିବଙ୍କୁ ପୂଜା କରିବା ସର୍ବଶ୍ରେଷ୍ଟ ମନେକରାଯାଇଥାଏ। କୁହାଯାଉଛି ଯେ, ଶ୍ରାବଣ ମାସରେ ଭଗବାନ ଶିବଙ୍କର ପୂଜା, ଭକ୍ତି, ବ୍ରତ, ଉପାସନା ଓ ତପସ୍ୟାରୁ ମନମୁତାବକ ଫଳ ପ୍ରାପ୍ତି ହୋଇଥାଏ। ଶ୍ରାବଣ ମାସ ଭୋଳାନାଥଙ୍କ ପ୍ରିୟ ମାସ। ଏହି ମାସରେ ଭଗବାନ ଶିବ ଓ ମା’ ଗୌରିଙ୍କୁ ଏକାଠି ପୂଜା କରିବା ଫଳରେ ବିବାହ ସମ୍ପର୍କୀତ ସମସ୍ୟା ଦୂର ହୋଇଯାଇଥାଏ। ଶ୍ରାବଣର ପ୍ରତ୍ୟେକ ସୋମବାର ଶିବଲିଙ୍ଗ ଉପରେ ପାଣି, କ୍ଷୀର, ଭାଙ୍ଗ, ବେଲପତ୍ର ଆଦି ଅର୍ପଣ କରିବା ଦ୍ବାରା ଜୀବନର ସବୁ ସଙ୍କଟ ଶେଷ ହୋଇଯାଇଥାଏ। ଶ୍ରାବଣ ମାସରେ ଭଗବାନ ଶିବଙ୍କ କୃପା ପାଇବା ପାଇଁ ସର୍ବୋତ୍ତମ ମନେକରାଯାଏ। ସେଭଳି ଶ୍ରାବଣର ପୁରା ମାସକୁ ପବିତ୍ର ମାସ କୁହାଯାଏ। କିନ୍ତୁ ଜ୍ୟୋତିଷଶାସ୍ତ୍ର ଅନୁସାରେ, ଶ୍ରାବଣର ସୋମବାରରେ କିଛି ଜିନିଷ ଘରକୁ ଆଣିଲେ ପରିବାରରେ ସୁଖ-ସମୃଦ୍ଧି ଓ ଧନରେ ବୃଦ୍ଧି ହୋଇଥାଏ। ଏହି ସବୁ ଜିନିଷ ଗୁଡିକ ଜାଣି ରଖନ୍ତୁ।

– ହିନ୍ଦୁ ଧର୍ମରେ ଗଙ୍ଗାଜଳକୁ ସବୁଠାରୁ ପବିତ୍ର ବୋଲି କୁହାଯାଏ। ସୋମବାର ଦିନ ଶିବଲିଙ୍ଗରେ ଗଙ୍ଗାଜଳରେ ଅଭିଷେକ କରିବା ଦ୍ବାରା ଆପଣଙ୍କୁ ମନବାଞ୍ଛିତ ଫଳପ୍ରାନ୍ତି ହୁଏ।

–  ରୁଦ୍ରାକ୍ଷକୁ ଶୁଭ ବୋଲି ମନେକରାଯାଏ। ଶ୍ରାବଣ ସୋମବାର ଦିନ ରୁଦ୍ରାକ୍ଷ ଘରକୁ ଆଣିବା ଶୁଭ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହାକୁ ଘରର ମୁଖ୍ୟ ରୁମ୍‌ରେ ରଖିବା ଫଳରେ ଭାଗ୍ୟ ବଦଳି ଯାଏ। ସଙ୍କଟ ଦୂର ହୁଏ।

– ଧର୍ମଶାସ୍ତ୍ର ଅନୁସାରେ, ଭୋଳାନାଥଙ୍କର ଭସ୍ମ ହେଉଛି ଅତି ପ୍ରିୟ। ଶ୍ରାବଣ ମାଦରେ ଭସ୍ମ ମନ୍ଦିରରେ ରଖିବା ଖୁବ୍ ଶୁଭ ହୋଇଥାଏ। ଶିବଲିଙ୍ଗରେ ଭସ୍ମ ଅର୍ପଣ କରିବା ଫଳରେ ଭୋଳାନାଥ ପ୍ରସନ୍ନ ହୁଅନ୍ତି। ଜୀବନରେ ସବୁ ସଙ୍କଟ କଟି ଯାଇଥାଏ।

ରୂପାର ତ୍ରିଶୂଳ: ଶ୍ରାବଣ ମାସରେ ଘରକୁ ତ୍ରିଶୂଳ ଆସିବା ଖୁବ୍ ଶୁଭ ଫଳ ଦେଇଥାଏ। ମାନ୍ୟତା ଅନୁସାରେ, ଶ୍ରାବଣ ସୋମବାର ଦିନ ରୂପାର ତ୍ରିଶୂଳ ଆଣିବା ଫଳରେ ଘରୁ ସବୁ ସମସ୍ୟା ଦୂର ହୋଇଥାଏ। ରୂପା ବ୍ୟତୀତ ତମ୍ବାର ତ୍ରୀଶୂଳ ଆଣିପାରିବେ।

-ଡମ୍ବରୁ ଭଗବାନ ଶିବଙ୍କର ବାଦ୍ୟଯନ୍ତ୍ର। କୁହାଯାଏ ଯେ, ଡମ୍ବରୁ ଧ୍ବନିରେ ଘରୁ ନକାରତ୍ମକ ପ୍ରଭାବ ଦୂର ହୋଇଯାଇଥାଏ। ଏହାର ଧ୍ବନି ମାନସିକ ଅବସାଦରୁ ମୁକ୍ତି ମିଳିଥାଏ ଓ ମନଶାନ୍ତି ରହିଥାଏ।

– ଭଗବାନ ଭୋଳାନାଥ ନିଜ ପାଦରେ ଚାନ୍ଦିର କଡା ଧାରଣ କରିଥାନ୍ତି। କୁହାଯାଏ ଯେ, ଶ୍ରାବଣ ମାସରେ ଚାନ୍ଦିର କଡା ଘରକୁ ଆଣିବା ଫଳରେ ତୀର୍ଥଯାତ୍ରା ଶୁଭଯୋଗ ହୋଇପାରେ।

-ରୂପାର ବେଲପତ୍ର ବିନା ଭଗବାନ ଶିବଙ୍କର ପୂଜା ସବୁବେଳେ ଅଧୁରା। କୁହାଯାଏ ଯେ, ଶ୍ରାବଣ ମାସରେ ଚାନ୍ଦିର ବେଲପତ୍ର ଭଗବାନ ଶିବଙ୍କୁ ଅର୍ପଣ କରିବା ଫଳରେ ସବୁ ମନୋକାମନା ପୂର୍ଣ୍ଣ ହୁଏ। ଜୀବନର ସବୁ ସମସ୍ୟା ଦୂର ହୋଇଥାଏ। ଆର୍ଥିକ ସ୍ଥିତି ମଜବୁତ ହୁଏ।

-ନାଗ ହେଉଛି ଭଗବାନ ଶିବଙ୍କର ଆଭୂଷଣ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶ୍ରାବଣ ମାସରେ ରୂପା କିମ୍ବା ତମ୍ବାର ନାଗ-ନାଗୁଣୀ ଯୋଡି ଘରକୁ ଆଣିବା ଶୁଭ ହୋଇଥାଏ। ଏହାକୁ ଘରର ମୁଖ୍ୟଦ୍ବାର ତଳେ ରଖିବା ଫଳରେ ବନ୍ଦ ହୋଇଥିବା କାମ ଆରମ୍ଭ ହୋଇଯାଏ। ଘରୁ ନକାରତ୍ମକ ଶକ୍ତି ଦୂର ହୋଇଥାଏ।