ଭାଲୁ ଆକ୍ରମଣ – ବୃଦ୍ଧ ଗୁରୁତର

ପାଟଣା- କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଗୋବରାବେଡା ନିକଟରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ଗୁରୁତର ବୃଦ୍ଧଙ୍କୁ ପ୍ରଥମେ ପାଟଣା ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଗୁରୁତର ବୃଦ୍ଧ ହେଲେ ଗୋବରାବେଡା ଗ୍ରାମର ଲମ୍ବୋଦର ନାଏକ(୭୦) । ସୂଚନା ଅନୁଯାୟୀ ଲମ୍ବୋଦର ଛେଳି ଚରାଉ ଥିବା ବେଳେ ପାଖ ଜଙ୍ଗଲରୁ ଏକ ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲା । ବୃଦ୍ଧ ଙ୍କ ମୁଣ୍ଡ ଓ ପିଠି ରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି।

   ସମ୍ବନ୍ଧିତ ଖବର


ଅକ୍ଟୋବର ୪ ତାରିଖରେ ଖୋଲିବ ନନ୍ଦନକାନନ

୮ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ଡେପୁଟି କଲେକ୍ଟରଙ୍କ ବିରୋଧରେ

ବିଧାନସଭାର ୧୪ ସଦସ୍ୟଙ୍କୁ କରୋନା

ବିଜେଡ଼ିରୁ ବିଦା ହେଲେ କଳ୍ପତରୁ ଓଝା: ଦଳବିରୋଧୀ କାର୍ଯ୍ୟ ପାଇଁ ବହିଷ୍କାର କଲେ ସୁପ୍ରିମୋ ନବୀନ ପଟ୍ଟନାୟକ

ଗାନ୍ଧିମାର୍ଗରେ ଶୁଭିନପାରେ ନାରାବାଜି