ପ୍ରମୁଖ ଖବର
  • ଆସିଲା ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୨୧ ବିଧାନସଭା ପ୍ରାର୍ଥୀ ନା ଘୋଷଣା
  • ||
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

କଲରାପତରିଆ ବାଘ ଆକ୍ରମଣରେ ବଳଦ ମୃତ

ନୂଆପଡା, ୨୬।୫ ନୂଆପଡା ଜିଲ୍ଲାରେ ପୂଣି ବାଘ ଆତଙ୍କ । କଲରାପତରିଆ ବାଘ ଆକ୍ରମଣରେ ବଳଦ ମୃତ୍ୟୁ ଘଟିଛି । ବୋଡେନ ଥାନା ସିର୍ଲ୍ଲି ଗ୍ରାମର ଘଟଣା । ଜଙ୍ଗଲ ତଳି ଅଞ୍ଚଳରେ ବଳଦକୁ ଗୋଟିଏ ବାଘ ଆକ୍ରମଣ କରିବା ସହ ଅଧା ଖାଇ  ଜଙ୍ଗଲ ଭିତରକୁ ଚାଲି ଯାଇଛି ।

ଗତ ସପ୍ତାହ ବୁଧବାର ଚାରିଟି ବାଛୁରୀ କୁ ବାଘ ଆକ୍ରମଣ କରିଥିବା ବେଳେ ଗୁରୁବାର ଏକ ବଳଦକୁ ମାରି ଖାଇଛି ବାଘ । କିଛିଦିନ ହେବ ଗୁରୁ ଡଙ୍ଗର ଅଞ୍ଚଳରେ ବାଘ ଆତଙ୍କ ଦେଖା ଦେଇଥିବା ବେଳେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି।  ଆଉ ବନ ବିଭାଗ ଜାଣିଶୁଣି ଚୁପ୍ ହୋଇ ବସିଛି  ବୋଲି ଲୋକମାନେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.