ସ୍କୁଟରକୁ ଧକ୍କା ଦେଇ ଘୋଷାଡି ନେଲା ବସ୍, ଅଳ୍ପକେ ବର୍ତ୍ତିଲେ ଆରୋହୀ

ଭୁବନେଶ୍ୱର ୨/୧୨: ଜାଗମରା ଛକରେ ସଡକ ଦୁର୍ଘଟଣା । ଜାଗମରା ଛକରେ ଏକ ସ୍କୁଟରକୁ ଧକ୍କା ଦେଇ ଘୋଷାଡି ନେଲା ବସ୍ । ତେବେ ଅଳ୍ପକେ ବର୍ତ୍ତିଗଲେ ସ୍କୁଟର ଆରୋହୀ । ଅନ୍ୟପଟେ ଏହାର ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ । ବସ୍ ଡ୍ରାଇଭର ଜଣଙ୍କ ମଦ ପିଇ ବସ୍ ଡ୍ରାଇଭିଂ କରୁଥିବା ଅଭିଯୋଗ କରିଛନ୍ତି ଦେଖଣାହାରୀ ।

   ସମ୍ବନ୍ଧିତ ଖବର


ବଦଳିଲା ସଚ୍ଚିବାଳୟ ମାର୍ଗର ନାମ

ବିଏମସିର ନୂଆ ପଦକ୍ଷେପ, ଏଣିକି ଅଧ କେଜି ପ୍ଲାଷ୍ଟିକ ବଦଳରେ ମିଳିବ ଆହାର

୨୨ରେ ହେବାକୁ ଥିବା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ ପରୀକ୍ଷା ସ୍ଥଗିତ

୩ ମାସ ମହଲତ ପରେ ବେଫିକର ଆବେଦନକାରୀ, ଆରଟିଓ ଦପ୍ତର ଖାଁ ଖାଁ