୫ ଦଫା ଦାବି ନେଇ ମୋଟର କର୍ମଚାରୀ ସଂଘର ଧର୍ମଘଟ, ବସ୍ ଚଳାଚଳ ଠପ୍, ଯାତ୍ରୀ ହନ୍ତସନ୍ତ

ଗଜପତି ୧୪|୮: ୫ ଦଫା ଦାବି ନେଇ ମୋଟର କର୍ମଚାରୀ ସଂଘର ଧର୍ମଘଟ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବସଷ୍ଟାଣ୍ଡ ସମ୍ମୁଖରେ ଧାରଣା ଦିଆଯାଇଛି।

ବସଷ୍ଟାଣ୍ଡରେ ମଦଦୋକାନ ଉଚ୍ଛେଦ ଓ କିରାସିନିରେ ଚାଲୁଥିବା ବସ୍ ବନ୍ଦ କରିବା ଦାବିରେ ଏହି ଧାରଣା ଦିଆଯାଇଛି ।

ତେବେ ସମ୍ପୃକ୍ତ ମାଲିକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରାଯାଇଛି । ଜିଲ୍ଲାରେ ସମସ୍ତ ବସ୍ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି ।

ଫଳରେ ଯାତ୍ରୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବାବେଳେ ଯାତାୟତ ବାଧାପ୍ରାପ୍ତ ହୋଇଛି।

   ସମ୍ବନ୍ଧିତ ଖବର


କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ସହଯୋଗରେ ବେଙ୍ଗାଲୁରୁରୁ ଜନ୍ମମାଟିକୁ ଆସିଲା ମୃତଦେହ

ଲୁଚି ଲୁଚି ଆସିଥିଲେ ସମସ୍ତଙ୍କ ସାମ୍ନାରେ ବାହା ହେଲେ : ପ୍ରେମ ଓ ପ୍ରଣୟର ସାକ୍ଷୀ ରହିଲା ସଙ୍ଗରୋଧ କେନ୍ଦ୍ର

ଭିମ୍‌ସାରରେ ପ୍ରଥମ : ମହିଳାଙ୍କ ଫୁସ୍‌ଫୁସ୍‌ରୁ ବାହାରିଲା ହାଇଡ୍ରେଟେଡ୍‌ ସିଷ୍ଟ୍‌, ଏହା କ’ଣ ଓ କେମିତି ହୁଏ ଜାଣନ୍ତୁ…

ଲକ୍‌ଡାଉନ ଦୁର୍ଦ୍ଦଶା : ଆଣ୍ଠେଇଛି ବୁଣାକାର, ଅଧା ଦରରେ ବିକିବାକୁ ପଡ଼ୁଛି ସାମଗ୍ରୀ

ନୀଳଗିରି: ୫ ଫୁଟ ଲମ୍ବର ନାଗ ସାପ ଉଦ୍ଧାର

କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହି ଫେରିବା ପରେ ମଧ୍ୟ ଗାଁରେ ପୂରାଉନାହାଁନ୍ତି ଗ୍ରାମବାସୀ, ଜଙ୍ଗଲରେ କଟୁଛି ଜୀବନ