ପ୍ରମୁଖ ଖବର
  • ସୁନ୍ଦରଗଡ଼କୁ ନୂଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ, ଆପଣଙ୍କ ଟିକେ ଭୁଲ୍ ରାଉରକେଲାକୁ ପଛକୁ ନେଇଯିବ : ୫-ଟି ଅଧ୍ୟକ୍ଷ
  • ||
  • ରାଉରକେଲାରେ ନବୀନଙ୍କ ଉଦବୋଧନ, ମାଗଣାରେ ବିଜୁଳି ଦେବେ ବିଜେଡି ସରକାର
  • ||
  • ଭୋଟରମାନଙ୍କ ପାଇଁ ଆରମ୍ଭ ହେଲା ‘ମୋ ବୁଥ୍‌ ଆପ୍‌’, ବୁଥ୍‌ର ନାମ ଏବଂ ଏହାର ଅବସ୍ଥିତି ସଂପର୍କରେ ସଠିକ୍‌ ତଥ୍ୟ ପାଇବେ ମତଦାତା
  • ||
  • ମହାକାଳପଡ଼ା : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅମିନ, ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ରାୟଗଡ଼ା : ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ଉଲାକାଙ୍କ ପରଲୋକ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ
  • ||
  • ଭୁବନେଶ୍ଵର : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ତତଲା ପାଗ, ୧୭ ଯାଏ ବର୍ଷା ସମ୍ଭାବନା
  • ||

ରାଜଧାନୀରେ ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ପାର୍, ବାଲେଶ୍ୱର ଓ କେନ୍ଦୁଝରରେ ୪୧.୪°

ଭୁବନେଶ୍ୱର, ୨୯।୪: ଦିନ ୧୧ ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ୩ ସହର । ରାଜଧାନୀ ସମେତ ବାଲେଶ୍ୱର ଓ କେନ୍ଦୁଝରରେ ଦିନ ୧୧ ଟା ୩୦ ସୁଦ୍ଧା ତାପମାତ୍ରା ୪୦ ଟପିଥିଲା । ରାଜଧାନୀରେ ୪୦.୪° ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱର ଓ କେନ୍ଦୁଝରରେ ୪୧.୪° ରେକର୍ଡ କରାଯାଇଛି । ସେହଭଳି ଝାରସୁଗୁଡାରେ ୩୯.୮°, ହୀରାକୁଦରେ ୩୯°, ରାଉରକେଲାରେ ୩୯°, ସମ୍ବଲପୁରରେ ୩୮.୬°, ଚାନ୍ଦବାଲିରେ ୩୮.୨°, ପୁରୀରେ ୩୩.୮°,  ଗୋପାଳପୁରରେ ୩୩.୨° ଓ ପାରାଦୀପରେ ୩୩° ତାପମାତ୍ରା ରେକର୍ଡ କରାଯାଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.