PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଜଭବନରେ କରିବେ ରାତ୍ରିଯାପନ
  • ||
  • ଫ୍ରାନ୍ସ: ଫାଇଟର ଜେଟ୍ ରାଫେଲ ତିଆରି କରୁଥିବା କମ୍ପାନୀର ମାଲିକ ଓଲିଭର ଡାସଲ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ
  • ||
  • ଭବାନୀପାଟଣା: ଏକ ତରଫା ପ୍ରେମରୁ ହତ୍ୟା, ଯୁବତୀଙ୍କୁ ଛୁରି ଭୁସି ଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମାଆ ମୃତ
  • ||
  • ପାରାଦୀପ : ଅଠରବାଙ୍କୀ ରେଳବାଇ କଲୋନୀ ପଛପଟ ଟ୍ରେନ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ନୀଳଗିରି : ନୀଳଗିରି ବ୍ଲକ ଅଧିନ ମଛୁଆ ଗ୍ରାମର ଉମାକାନ୍ତ ସିଂ ଓ ଲକ୍ଷ୍ମୀ ସିଂଙ୍କ ଝିଅ ସୌଭାଗ୍ୟବତୀଙ୍କ ମୁଣ୍ଡ ଅସ୍ଵାଭାବିକ ଭାବରେ ବୃଦ୍ଧି ପାଉଛି, ଚିକିତ୍ସା ପାଇଁ ପରିବାର ନିକଟରେ ନାହିଁ ସମ୍ବଳ, ଝିଅ ପାଇଁ ହାତୁଡି ଧରି ପଥର ସହ ସଙ୍ଘର୍ଷ କରୁଛି ମାଆ
  • ||
  • ସୋର : ସୋର ଅଞ୍ଚଳରେ ୨ଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ, ୩ ଗୁରୁତର, ୭ ଏକର ଜମିର ଧାନ ଜଳିଗଲା ୧୦ ବଖରା ପୋଡି ପାଉଁଶ
  • ||
  • ବାଲେଶ୍ବର: ଖଇରା ଓ ନୀଳଗିରି ଅଞ୍ଚଳରେ ଅଚାନକ ଚଢ଼ାଉ କଲେ ନୀଳଗିରି ଏସଡିପିଓ, ୩ ବେଆଇନ ପଥର ବୋଝେଇ ଡ଼ମ୍ଫର ଜବତ,୪ ଅଟକ
  • ||

କେକ୍‌ ଡେଲିଭରୀ ବୟ ‘ସିରିୟଲ ଦୁଷ୍କର୍ମକାରୀ’ – ୬୬ମହିଳାଙ୍କୁ ବ୍ଲାକ୍‌ମେଲ୍‌ କରି ରେପ୍‌ କରିବା ଘଟଣା ଚର୍ଚ୍ଚାରେ …ଅଭିଯୁକ୍ତ ଗିରଫ

https://www.aajtak.in/

ହୁଗଲି – ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରୁ ଏକ ଲଜ୍ଜାକର ଘଟଣା ସାମନାକୁ ଆସିଛି। ଏକ ନାମୀ କମ୍ପାନୀର ଜଣେ କେକ୍‌ ଡେଲିଭରୀ ବୟର ଅଜବ କାଣ୍ଡ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।  ଏବେ ଲୋକେ ଏହି ଡେଲିଭରୀ ବୟକୁ  ସିରିୟଲ ଦୁଷ୍କର୍ମକାରୀ କହୁଛନ୍ତି ।  ତାର ଅପରାଧ ଏତେ ଗମ୍ଭୀର ଯେ,  ମହିଳାମାନେ ତା ପାଇଁ କଡ଼ା ଦଣ୍ଡର ଦାବି କରିଛନ୍ତି । ସିଏ ଯେଉଁଭଳି ଭାବେ ଏସବୁ କାଣ୍ଡ କରିଛି ଏହାକୁ ଶୁଣି ଲୋକେ ନିଆଁବାଣ ହୋଇଯାଇଛନ୍ତି ।

ମହିଳାଙ୍କର ଉନ୍ମତ୍ତ କାଣ୍ଡ – କିସ୍‌ କରି ଜଣେ ବ୍ୟକ୍ତିଙ୍କର ଜିଭ କାମୁଡ଼ି ଛିଣ୍ଡେଇ ଦେଲେ ! କଟା ଜିଭକୁ ନେଇ ଉଡ଼ିଗଲା ପକ୍ଷୀ

ସୂଚନା ମୁତାବକ, ଏହି ଅଭିଯୁକ୍ତ ଡେଲିଭରୀ ବୟର ବ୍ଲାକ୍‌ମେଲିଂ ଓ ଦୁଷ୍କର୍ମ  ଭଳି କାମକୁ ଜାଣି ନିଜେ ପୁଲିସ୍‌ ବି ଆଶ୍ଚର୍ଯ୍ୟ ହୋଇଯାଇଛି । ଏହି ଡେଲିଭରୀ ବୟ ନାମୀ କମ୍ପାନୀର ଉତ୍ପାଦ ବିଷୟରେ ଫିଡବ୍ୟାକ୍‌ ନେବା ବାହାନାରେ ମହିଳାଙ୍କୁ ଭିଡ଼ିଓ କଲ୍‌ କରୁଥିଲା । ଏହିପରେ ଏହି ଭିଡ଼ିଓକୁ ନେଇ  କିଛି ସମ୍ୱେଦନଶୀଳ ଫଟୋ ଓ ଭିଡ଼ିଓ ତିଆରି କରି ସେହି ମହିଳାଙ୍କୁ ବ୍ଲାକ୍‌ମେଲ୍ କରୁଥିଲା । ବ୍ଲାକ୍‌ମେଲ୍‌ କରିବାପରେ  ସେହି ମହିଳାଙ୍କୁ ନିଜ ସାଥିରେ ଶାରୀରିକ ସମ୍ୱନ୍ଧ ରଖିବା ପାଇଁ ବାଧ୍ୟ କରୁଥିଲା । ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ, ମର୍ଫ ପର୍ଣ୍ଣ ଭିଡ଼ିଓ କରି ଲୋକଙ୍କୁ ବ୍ଲାକ୍‌ମେଲ୍‌ କରୁଥିଲେ …

ପୁଲିସ୍‌ ମୁତାବିକ , ହୁଗଲିର କ୍ୟୋଟାର ତ୍ରିକୋଣ ପାର୍କରେ ରହୁଥିବା ଯୁବକ ବିଶାଳ ବର୍ମା ୬୬ ଜଣ ମହିଳାଙ୍କୁ ବ୍ଲାକ୍‌ମେଲ୍‌ କରି ଦୁଷ୍କର୍ମ କରିବାର ଅଭିଯୋଗ ହୋଇଛି । ଚନ୍ଦନନଗର ଅନ୍ତର୍ଗତ ଚୁଚୁଡା ଥାନାର ପୁଲିସ୍‌ ବିଶାଳ ବର୍ମା ଓ ତାର ଅନ୍ୟ ଜଣେ ସାଥି ସୁମନ ମଣ୍ଡଳକୁ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର