PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଆୟୁଷ୍ମାନ ଭାରତ ଯୋଜନା: ୩୦ ଟଙ୍କାର କାର୍ଡରେ ହେବ କ୍ୟାନସରର ଚିକିତ୍ସା, ଜାଣନ୍ତୁ ତିଆରି କରିବାର ପ୍ରୋସେସ୍

ନୂଆଦିଳ୍ଳୀ,୩୦।୮ : ମୋଦି ସରକାର ନିଜର ସବୁଠାରୁ ବଡ ହେଲଥ ସ୍କିମ ଆୟୁଷ୍ମାନ ଭାରତ ଯୋଜନା ତଥା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ସାଧାରଣ ଜନତାଙ୍କୁ ବଡ ଉପହାର ଦେଇପାରନ୍ତି। ଆପଣଙ୍କୁ ଖୁବ୍ ଶୀଘ୍ର କ୍ୟାନସରର ଚିକିତ୍ସା ଓ  ଅପରେସନ୍ ବିକଳ୍ପ ମିଳି ପାରିବ। ସେଭଳି ଆୟୁଷ୍ମାନ ଭାରତ ଅନୁସାରେ ଉପଲବ୍ଧ କରାଯାଉଥିବା ମୋତିଆବିନ୍ଦୁ ଅପରେସନ୍ ସୁବିଧା ବନ୍ଦ  ହୋଇପାରେ। ଏବେ ଏହି ଯୋଜନା ଅନୁସାରେ ୧୩୦୦ରୁ ଅଧିକ ରୋଗର ମାଗଣା ଚିକିତ୍ସା ହୋଇପାରିବ।

ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ପ୍ରାଧିକରଣ(ନ୍ୟାସନାଲ ହେଲଥ୍ ଅଥୋରିଟି) ଆୟୁଷ୍ମାନ ଭାରତ ଯୋଜନା ଅନୁସାରେ ଦିଆଯାଉଥିବା ୧୩୦୦ ମେଡିକାଲ ପ୍ୟାକେଜର ସମୀକ୍ଷା ନୀତି ଆୟୋଗର ସଦସ୍ୟ ପ୍ରଫେସର ବିନୋଦ ପଲଙ୍କ ନେତୃତ୍ବରେ ଏକ କିମଟି ଗଠନ କରାଯାଇଥିଲା। ଏହି କମିଟିର ସ୍ବାସ୍ଥ୍ୟ ସଚିବ ଓ ଆୟୁଷ୍ମାନ ଭାରତ ସିଇଓ ମଧ୍ୟ ସାମିଲ ରହିଛନ୍ତି। କମିଟି ନିଜର ରିପୋର୍ଟର ଅନ୍ତିମ ରୂପରେଖ ଦେଇଛି।

କମିଟିର ସୁପାରିଶ ଅନୁସାରେ, ଆୟୁଷ୍ମାନ ଭାରତ ଯୋଜନା ଅନୁସାରେ କ୍ୟାନସର କେୟାର ଓ ଇମ୍ଲାଣ୍ଟ ସର୍ଜରୀ  ଭଳି ସୁବିଧା ମଧ୍ୟ ଲୋକଙ୍କୁ ଦିଆଯାଇ ପାରେ। କମିଟି  ଚିକିତ୍ସା ବଦଳରେ ହସ୍ପିଟାଲ ପାଇଁ ଦିଆଯାଉଥିବା ମୂଲ୍ୟରେ ପରିବର୍ତ୍ତନର ସୁପାରିଶ କରିଛନ୍ତି। ରିପୋର୍ଟ ଅନୁସାରେ, ୨୦୦ ପ୍ୟାକେଜର ଦେୟରେ ବୃଦ୍ଧି ଅନୁସାରେ ବୃଦ୍ଦି ଓ ୬୩ ପ୍ୟାକେଜର ଦେୟରେ ହ୍ରାସ କରାଯାଇପାରେ।

କିଭଳି ତିଆରି କରିବେ: ଗୋଲ୍ଡେନ କାର୍ଡ ତିଆରି କରିବା ପାଇଁ ସବୁଠାରୁ ପ୍ରଥମେ ଏହି ଯୋଜନା ଜରୁରୀ। ଆପଣ ନିଜର ନାମ ଦେଖିବା ପାଇଁ ଆୟୁଷ୍ମାନ ଭାରତ ଯୋଜନାର ହେଲପ୍ ଲାଇନ୍ ନମ୍ବର ୧୪୫୫୫ କିମ୍ବା ୧୮୦୦୧୧୧୫୬୫ରେ ଫୋନ୍ କରିପାରିବେ। ଆଉ ଏକ ପ୍ରଣାଳୀ ଏହା ଯେ, ପ୍ରଥମେ ଆପଣ mera.pmjay.gov.in/search/login ଉପରେ କ୍ଳିକ୍ କରନ୍ତୁ। ଏହାପରେ ଆପଣଙ୍କ ମୋବାଇଲ ନମ୍ବର ଆଡ୍ କରନ୍ତୁ। ଏହାପରେ କ୍ୟାପଚା  ଆଡ କରନ୍ତୁ। ଏହାପରେ ଓଟିପି ଜେନେରେଟ୍। ଏହାପରେ ଓଟିପି ନମ୍ବର ଆଡ କରନ୍ତୁ। ଏହାପରେ ରାଜ୍ୟ ସିଲେକ୍ଟ କରନ୍ତୁ। ଏହାକୁ ନିଜର ନାମ କିମ୍ବା ଜାତି ଶ୍ରେଣୀରେ ସର୍ଚ୍ଚ କରନ୍ତୁ। ଏହାପରେ ନିଜର ଡିଟେଲ୍ସ ଏଣ୍ଟର କରି ସର୍ଚ୍ଚ କରନ୍ତୁ।

ଗୋଲ୍ଡେନ କାର୍ଡ ଦୁଇଟି ସ୍ଥାନରେ ତିଆରି ହେବ। ଏହି ଦୁଇଟି ସ୍ଥାନ ହେଲା ହସ୍ପିଟାଲ ଓ କମନ୍ ସର୍ଭିସ ସେଣ୍ଟର(ସିଏସଏସି) । ଦେଶର ଗ୍ରାମୀଣ ଅଞ୍ଚଳରେ ସିଏସସି ତିଆରି କରାଯାଇଛି। ଯେଉଁଠାରେ ଗୋଲ୍‌ଡ କାର୍ଡ ତିଆରି କରିବାର କାମ ହୋଇଯାଇଛି। କାର୍ଡ ତିଆରି କରିବା ପାଇଁ ଆପଣଙ୍କୁ ୩୦ ଟଙ୍କା ଦେବାକୁ ହେବ। ସିଏସ୍ଇ ବ୍ୟତୀତ କାର୍ଡ ହସ୍ପିଟାଲରେ ମଧ୍ୟ ତିଆରି ହେବ। ହସ୍ପିଟାଲରେ କାର୍ଡ ମାଗଣାର ମିଳିବ।

ସମ୍ବନ୍ଧିତ ଖବର