କ୍ୟାପିଟାଲ ହସ୍ପିଟାଲ ଅସ୍ଥିଶଲ୍ୟ ବିଭାଗରୁ ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୦୯/୦୮: କ୍ୟାପିଟାଲ ହସ୍ପିଟାଲରୁ ପୁଣି ଜଣେ କରୋନା ପଜିଟିଭ୍‌ ବାହାରିଛି । ଅସ୍ଥିଶଲ୍ୟ ବିଭାଗର ଜଣେ ଇନ୍‌ଡୋର ରୋଗୀ ସଂକ୍ରମିତ ଜଣାପଡିବା ପରେ ୱାର୍ଡରେ ଥିବା ଅନ୍ୟରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି । ରୋଗୀ ଜଣକ ଦୁଇଦିନ ହେଲା ଇନ୍‌ଡୋରରେ ରହି ଚିକିତ୍ସିତ ହେଉଥିଲେ । ତେବେ ଅସ୍ଥିଶଲ୍ୟ ବିଭାଗର ଓପିଡି ଆଗଭଳି ଚାଲୁ ରହିବ । ଏପଟେ ଆଜି ଆଉ ଜଣେ କରୋନାକୁ ହରାଇଥିବା ବ୍ୟକ୍ତି ପ୍ଲାଜମା ଦାନ କରିଛନ୍ତି ।

   ସମ୍ବନ୍ଧିତ ଖବର


ଅକ୍ଟୋବର ୪ ତାରିଖରେ ଖୋଲିବ ନନ୍ଦନକାନନ

ଭାରତକୁ କରୋନା ଆଣିଛନ୍ତି ଦୁବାଇ, ବ୍ରିଟେନ ଯାତ୍ରୀ-ମଣ୍ଡି ଆଇଆଇଟି ଅଧ୍ୟୟନରୁ ମିଳିଲା ତଥ୍ୟ

୮ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ଡେପୁଟି କଲେକ୍ଟରଙ୍କ ବିରୋଧରେ

ବିଧାନସଭାର ୧୪ ସଦସ୍ୟଙ୍କୁ କରୋନା

ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କ ପରଲୋକ, ‘ଇତନି ଶକ୍ତି ହମେ ଦେ ନା ଦାତା…’ ଗୀତରୁ ଲାଭ କରିଥିଲେ ପ୍ରସିଦ୍ଧି