ସମ୍ବିତ୍ ପାତ୍ରଙ୍କ ନାଁରେ ମାମଲା ରୁଜୁ, ଧର୍ମୀୟ ଭାବନାକୁ ଆଘାତ କରିଥିବା ଅଭିଯୋଗ

ପୁରୀ ୧୮/୪: ପୁରୀ  ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ନାଁରେ ପୁରୀ ସମୁଦ୍ରକୂଳ ଥାନାରେ  ମାମଲା ରୁଜୁ ହୋଇଛି । ମାମଲାରୁ ରୁଜୁ କରିଛନ୍ତି ଫ୍ଲାଇଂ ସ୍କ୍ୱାଡ୍ ଅଧିକାରୀ । ସମ୍ବିତ୍ ପାତ୍ର ଧର୍ମୀୟ ଭାବନାକୁ ଆଘାତ କରିଥିବା ଅଭିଯୋଗ ହୋଇଛି ।

ପ୍ରଚାରବେଳେ ଜଗନ୍ନାଥଙ୍କ ନାଁ ନେଇ ପ୍ରଚାର କରିଥିଲେ ସମ୍ବିତ୍ । ତେଣୁ ତାଙ୍କ ବିରୋଧରେ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି । ଅନ୍ଯପଟେ ମାମଲାର ତଦନ୍ତ କରାଯିବ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି । ପୂର୍ବରୁ ଖୋଲା ଜିପରେ ଜଗନ୍ନାଥଙ୍କୁ ଧରି ରୋଡ୍ ସୋ କରିଥିଲେ ସମ୍ବିତ୍ । ତାଙ୍କର ଏହି କାରନାମା ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ବିଜେଡି ଓ କଂଗ୍ରେସ ।

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ

ପୁଣି ଚର୍ଚ୍ଚାରେ କୋଲୟାମ ହାଇଓ୍ବେ: ରାସ୍ତା ସାରା ପଡିଛି ମଣିଷର ହାଡ ଓ ଖପୁରି,୧୦ ଲକ୍ଷ ଲୋକଙ୍କୁ ମାରି ପୋତି ଦିଆଯାଇଥିଲା

ISL-7: ଆଜି ହାଇଦ୍ରାବାଦକୁ ଭେଟିବ ଓଡ଼ିଶା ଏଫ୍‌ସି

ଡ୍ରଗ୍ସ ମାମଲା: କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ବାମୀ ହର୍ଷଙ୍କୁ ମିଳିଲା ଜାମିନ୍

ଡ୍ରଗ୍ସ ପେଡଲରଙ୍କୁ ଧରିବାକୁ ଯାଇଥିବା ଏନସିବି ଅଧିକାରୀଙ୍କ ଉପରେ ଆକ୍ରମଣ, ଦୁଇ ଗୁରୁତର