PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଜୋତାରେ ଘର କରିଦେଲେ ୨ ବିଲେଇ, ଭିଡିଓ ଭାଇରାଲ

https://zeenews.india.com/

ଭୁବନେଶ୍ୱର ୨/୬: ସୋସିଆଲ ମିଡିଆରେ ଏବେ ଏକ କ୍ୟୁଟ୍ ଭିଡିଓ ଭାଇରାଲ ହେଉଛି । ଭିଡିଓରେ କିଛି ବିଲେଇ ନଜର ଆସୁଛନ୍ତି । ଏହି ମଜାଦାର ଭିଡିଓକୁ ସମସ୍ତେ ପସନ୍ଦ କରୁଛନ୍ତି  । ସୋସିଆଲ ମିଡିଆରେ ୨ଟି ବିଲେଇଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଗୋଟେପଟେ ଏହି ଭିଡିଓ ବହୁତ ଫନି ଲାଗୁଛି, ଅନ୍ୟପଟେ ଏଥିରେ ବିଲେଇମାନେ ବହୁତ ପରିଶ୍ରମ କରୁଥିବା ନଜର ଆସୁଛି । ଗୋଟିଏ ବିଲେଇ ଜୋତା ଭିତରେ ଆରାମରେ ଶୋଇଛି ଏବଂ ଅନ୍ୟଟି ଖେଳୁଥିବା ନଜର ଆସୁଛି । ଏହି ଭିଡିଓକୁ ଟ୍ୱିଟରରେ ସେୟାର କରାଯାଇଛି ।

ଏହି ଭିଡିଓରେ ୨ଟି ଯାକ ବିଲେଇ ବିଲକୁଲ୍ ଛୋଟ ପିଲାଭଳି ହରକତ କରୁଛନ୍ତି । ଏହି ଭିଡିଓକୁ ୭୦ ହଜାରରୁ ଅଧିକ ଲୋକ ଦେଖିସାରିଲେଣି । ୨ ମିନିଟରୁ କମ୍ ଏହି ଭିଡିଓରେ ଶେଷରେ ଦେଖାଯାଉଛି ଯେ ଅନ୍ୟ ବିଲେଇଟି ମଧ୍ୟ ପ୍ରଥମ ବିଲେଇ ଭଳି ଜୋତାରେ ନିଜ ଆସ୍ଥାନ ଜମାଇବାରେ ସଫଳ ହୋଇଯାଉଛି । ଏହି ଭିଡିଓରେ ବହୁତ କମେଣ୍ଟ୍ସ ଆସୁଛି ଏବଂ ଏହା ସେୟାର ମଧ୍ୟ ହେଉଛି । ସମସ୍ତଙ୍କୁ ଏହା ବେଶ୍ ପସନ୍ଦ ଆସୁଛି ।

ସମ୍ବନ୍ଧିତ ଖବର