କରୋନା ଭୟରେ ୩ ମାସ ହେବ ଏୟାରପୋର୍ଟ କ୍ୟାମ୍ପସରେ ଲୁଚିଥିଲା, ଏମିତି ଧରାପଡିଲା…

କରୋନା ଟିକା ନେବାର ଦ୍ୱିତୀୟ ଦିନ ୱାର୍ଡ ବୟଙ୍କର ମୃତ୍ୟୁ ! ଡାକ୍ତର କହିଲେ ହାର୍ଟ ଆଟାକ୍‌

ରାଜ୍ୟରେ ପ୍ରାଣ ହରାଇଲେ ଆଉ ଜଣେ କରୋନା ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୯୦୧କୁ ବୃଦ୍ଧି

ଦୁଇ ହଜାର ତଳକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୩୪ ଜଣ କରୋନା ପଜିଟିଭ, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୪୪୪

ସତ ମାନିଲେ ୱୁହାନ ଗବେଷକ, ଗୁମ୍ଫା ଭିତରେ ତାଙ୍କୁ କାମୁଡିଥିଲା ବାଦୁଡି

ଆରୋଗ୍ୟସେତୁ ଆପ୍‌ରେ ପଞ୍ଜିକରଣ ପରେ ମଧ୍ୟ ପାଇପାରିବେ ଭ୍ୟାକସିନ୍ ଡୋଜ୍, ସରକାର ପ୍ରସ୍ତୁତ କରୁଛନ୍ତି ଏହି ପ୍ଳାନ

ଆଜିଠୁ ପୁଣି ଓଡ଼ିଶାରେ ଆରମ୍ଭ ହେଲା ଟିକାକରଣ, ୩୮୦ ଟିକାକରଣ କେନ୍ଦ୍ର ଦିଆଯିବ ଟିକା

କରୋନାର ବଡ଼ ଖୁଲାସା ! ରହସ୍ୟମୟୀ ଗୁମ୍ଫାରେ ବାଦୁଡ଼ି ଆକ୍ରମଣର ଶିକାର ହୋଇଥିଲେ ଚୀନ୍‌ ବୈଜ୍ଞାନିକମାନେ

ପାକିସ୍ତାନକୁ କରୋନା ଟିକା ଦେବ କି ଭାରତ ? ଭାକସିନ୍‌ ପାଇଁ ଭାରତ ଆଡ଼କୁ ମୁହାଁଇଲା ପାକ୍‌

ବିରୋଧିଙ୍କ ପ୍ରଶ୍ନର କଡାଜବାବ ରଖିଲେ ରାଜନାଥ ସିଂ, ଜଣାଇଲେ ମୋଦି ସରକାରଙ୍କ ମନ୍ତ୍ରୀ କେବେ ନେବେ କରୋନା ଟିକା ?

ସ୍ଫୁଟନିକ୍‌-ଭିର ୩ୟ ପରୀକ୍ଷା ପାଇଁ ମିଳିଲା ଅନୁମତି, ୧୫୦୦ ସ୍ୱେଚ୍ଛାସେବୀ ହେବେ ସାମିଲ

ପୁଣି କରୋନାରେ ଆଖିବୁଜିଲେ ଆଉ ଜଣେ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୯ଶହ ଛୁଇଁଲା

ଓଡ଼ିଶାରେ କମୁଛି କୋଭିଡ଼ ସଂକ୍ରମଣ: ୨୪ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ୧୮୩ ଜଣ ଆକ୍ରାନ୍ତ, ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୩୧୦କୁ ଛୁଇଁଲା

ଚାଇନାରେ କରୋନାର ଆଉ ଏକ ଭୟଙ୍କର ରୂପ, ପ୍ରଥମ ଥର ପାଇଁ ଖାଇବା ସାମଗ୍ରୀରେ ମିଳିଲା ଭାଇରସ

ପ୍ରଥମ ଦିନରେ ସମ୍‌ରେ ୧୦୦% ଟିକାକରଣ: କରୋନା ଯୋଦ୍ଧାଙ୍କୁ ଦିଆଯାଇଥିଲା ଟିକା

ସ୍କୁଲରେ ଘନେଇଲା କରୋନା ଭୟ: ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କ ମନରେ ପଶିଲା ଛନକା, ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଲା

ପ୍ରଥମ ଦିନରେ ରାଜ୍ୟରେ ୮୫ ପ୍ରତିଶତ ଟିକାକରଣ

ଏହି ଟିକା ନେଇ ଅସୁସ୍ଥ ହେଲେ କ୍ଷତିପୂରଣ ଦେବ କମ୍ପାନୀ