ହସ୍ପିଟାଲରୁ ବ୍ୟାଗରେ ଭର୍ତ୍ତି କରି ନେଇଗଲେ କରୋନା ଭାଇରସ୍ ଟେଷ୍ଟ କିଟ୍, ସିସିଟିଭିରେ କଏଦ ହେଲା ଦୃଶ୍ୟ

ସାରା ପଞ୍ଜାବରେ କର୍ଫ୍ୟୁ ଓ ହିମାଚଳରେ ଲକ୍ ଡାଉନ୍, କରୋନାରେ ୪୩୩ ଆକ୍ରାନ୍ତ

କରୋନା ପାଇଁ କଟକଣା : ବନ୍ଦ ରହିବ ହାଇକୋର୍ଟ

କରୋନା ରୋଗୀଙ୍କ ସେବା କରୁଥିବା ନର୍ସଙ୍କ ସ୍ବାବ୍ ପଜିଟିଭ୍‌, ଆଇସିୟୁରେ ହେଲେ ଭର୍ତ୍ତି

ସେୟାର ବଜାରରେ ହାହାକାର: ସେନସେକ୍ସ ୩୫୦୦ ପଏଣ୍ଟ ହ୍ରାସ, ଲାଗିଲା ଲୋୟର ସର୍କିଟ

କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଲକ୍‌ଡାଉନ୍‌ ଯଥେଷ୍ଟ ନୁହେଁ: ଡବ୍ଲ୍ୟୁଏଚ୍‌ଓ

କରୋନା କବଳରେ ୧୯୨ ଦେଶ, ମୃତ୍ୟୁ ସଂଖ୍ୟା ୧୪ହଜାର ପାର୍, ସାଢ଼େ ୩ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଟିମ୍‌ ପାଇଁ ବଢ଼ିଲା ସଙ୍କଟ: କନିକାଙ୍କ ସହ ସମାନ ହୋଟେଲରେ ରହିଥିଲେ

ବ୍ରିଟେନରେ କରୋନା ସ୍ଥିତି ଭୟଙ୍କର: କୁଇନ୍ ଏଲିଜାବେଥ୍‌-୨ଙ୍କ ସହାୟକଙ୍କ ସ୍ବାବ୍ ପଜିଟିଭ୍‌

କରୋନା ଜନିତ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି, ରୋଗରୁ ଭଲ ହେବାପରେ ଗଲା ଜୀବନ

କରୋନା ପାଇଁ ଶ୍ରୀଜିଉଙ୍କ ରଥଯାତ୍ରା ଉପରେ ପଡିପାରେ ପ୍ରଭାବ!

ଦେଖନ୍ତୁ ଭିଡିଓ : ଯାତ୍ରୀ ଛିଙ୍କିବାରୁ ଜରୁରୀକାଳୀନ ଗେଟ୍‌ରୁ ବାହାରି ଦୌଡ଼ି ପଳାଇଲେ ପାଇଲଟ୍

କରୋନା ଆତଙ୍କ: ଜମ୍ମୁ-କାଶ୍ମୀରରେ ସବୁ କାର୍ଯ୍ୟାଳୟ ୨୫ ଯାଏ ଛୁଟି ଘୋଷଣା

ଲକ୍ ଡାଉନ୍‌ରେ ବାହାନା! ଯାହାକୁ ପୁଲିସ୍‌ ଧରିଲା, ସବୁ ମେଡିସିନ୍‌…

ରାଜ୍ୟର ଜରୁରିଶୂନ୍ୟ ୨୫ ବିଭାଗ କର୍ମଚାରୀଙ୍କୁ ଅଫିସ ଆସିବା ମନା, ଜରୁରିକାଳୀନ ବିଭାଗ କର୍ମଚାରୀ ଆସିବେ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟ୍ବିଟ୍ : କିଛି ଲୋକ ଲକ୍ ଡାଉନକୁ ଗମ୍ଭୀରତାର ସହ ନେଉ ନାହାନ୍ତି, ଆହୁରି କଡାକଡ଼ି କରାଯାଉ

୨୨ ରାଜ୍ୟର ୭୫ ଜିଲ୍ଲା ଲକ୍ ଡାଉନ : ମାର୍ଚ୍ଚ ୩୧ ପୂର୍ବରୁ ପୁଣି ହୋଇପାରେ ଜନତା କର୍ଫ୍ୟୁ

ଆଜି ଦିନ ୧୧ଟା ପରଠାରୁ ଆନ୍ତଃରାଜ ବସ୍ ସେବା ଠପ୍, ରାଜ୍ୟ ଭିତରେ ସ୍ୱାଭାବିକ ରହିବ ବସ୍‌ ଚଳାଚଳ