PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି : ନୀଳଗିରି ବ୍ଲକ ଅଧିନ ମଛୁଆ ଗ୍ରାମର ଉମାକାନ୍ତ ସିଂ ଓ ଲକ୍ଷ୍ମୀ ସିଂଙ୍କ ଝିଅ ସୌଭାଗ୍ୟବତୀଙ୍କ ମୁଣ୍ଡ ଅସ୍ଵାଭାବିକ ଭାବରେ ବୃଦ୍ଧି ପାଉଛି, ଚିକିତ୍ସା ପାଇଁ ପରିବାର ନିକଟରେ ନାହିଁ ସମ୍ବଳ, ଝିଅ ପାଇଁ ହାତୁଡି ଧରି ପଥର ସହ ସଙ୍ଘର୍ଷ କରୁଛି ମାଆ
  • ||
  • ସୋର : ସୋର ଅଞ୍ଚଳରେ ୨ଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ, ୩ ଗୁରୁତର, ୭ ଏକର ଜମିର ଧାନ ଜଳିଗଲା ୧୦ ବଖରା ପୋଡି ପାଉଁଶ
  • ||
  • ବାଲେଶ୍ବର: ଖଇରା ଓ ନୀଳଗିରି ଅଞ୍ଚଳରେ ଅଚାନକ ଚଢ଼ାଉ କଲେ ନୀଳଗିରି ଏସଡିପିଓ, ୩ ବେଆଇନ ପଥର ବୋଝେଇ ଡ଼ମ୍ଫର ଜବତ,୪ ଅଟକ
  • ||

ଭୁବନେଶ୍ୱର

ଭୁବନେଶ୍ୱର ୦୨/୦୪: ଅଶୋକାଷ୍ଟମୀରେ ଖାଡ଼ା ଉପାସରେ ରହିଲେ ପ୍ରଭୁ ଶ୍ରୀଲିଙ୍ଗରାଜ । ମଙ୍ଗଳବାର ରୁକୁଣା ରଥ ପ୍ରତିଷ୍ଠା ନୀତି ପ୍ରଶାସନ ବନ୍ଦ କରିବା ପରେ ପରବର୍ତ୍ତୀ ନୀତି...

ଭୁବନେଶ୍ୱର ୦୨/୪: କରୋନା ଯୋଗୁଁ ସମଗ୍ର ଦେଶ ଲକ୍‌ ଡାଉନ୍‌ ହୋଇଥିବା ବେଳେ ସ୍କୁଲଗୁଡିକ ମଧ୍ୟ ବନ୍ଦ ରହିଥିଲା । ତେଣୁ ସ୍କୁଲଗୁଡିକରେ ପରୀକ୍ଷା ହୋଇ ପାରିନାହିଁ...

ଭୁବନେଶ୍ୱର ୦୨/୦୪: ଏଜି ଛକ ଭେଣ୍ଡିଂ ଜୋନ୍‌ରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଭେଣ୍ଡିଂ ଜୋନ୍‌ର ୮ କ୍ୟାବିନ୍‌ ସମ୍ପୂର୍ଣ୍ଣ ଜଳିଯାଇଛି । ଅଗ୍ନିଶମ...

ଭୁବନେଶ୍ୱର ୧/୪: ଦ୍ୱିତୀୟ କରୋନା ଆକ୍ରାନ୍ତ ଡିସଚାର୍ଜ । ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଭୁବନେଶ୍ୱର ଏମ୍ସରୁ ବୁଧବାର ସନ୍ଧ୍ୟାରେ ତାଙ୍କୁ ଡିସଚାର୍ଜ...

ଭୁବନେଶ୍ୱର ୦୧/୦୪: କରୋନା ମୁକାବିଲାରେ ମିଶନ ଶକ୍ତି ଏବେ ଓଡିଶା ଶକ୍ତି ଭାବେ କାର୍ଯ୍ୟ କରୁଛି । ଏହି ବିପତ୍ତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଭୁବନେଶ୍ୱର ୦୧/୦୪: ସଂସଦରେ ନିଜ ବାଗ୍ମିତା ଓ ବିତର୍କର ଶୈଳୀ ପାଇଁ ଚର୍ଚ୍ଚାରେ ରହୁଥିବା ବିଜେଡି ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର କରୋନା ମୁକାବିଲା ବେଳେ...