ଫୁଲବାଣୀରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଚାଟଶାଳୀରୁ ନନ୍ଦ ସାର୍‌ଙ୍କୁ ପଦ୍ମଶ୍ରୀ

ଗୁଣପୁର:ମହାନ ଗାନ୍ଧିବାଦୀ ନେତ୍ରୀ ଶାନ୍ତି ଦେବୀଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ

ଭିତରକନିକାରେ ବଉଳା କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି -୧୧ ବଢ଼ି ୧୭୬୮ ହେଲା

ଚଳିତ ବର୍ଷ ଓଡିଶାରୁ ୬ ଜଣ ବିଶିଷ୍ଟ ବ୍ୟକ୍ତି ପଦ୍ମ ପୁରସ୍କାର ପାଇଁ ମନୋନୀତ

ଅନ୍ତର୍ଜାତୀୟ କ୍ରିକେଟିୟର ଅଶ୍ୱନୀ କହିଲେ ଏପରି ହେଲେ ଫାଳେ ନିଶ କାଟି ବୁଲିବି

ଚଳିତ ସପ୍ତାହରେ ଖାଲି ଆଖିରେ ଆକାଶରେ ଦେଖିପାରିବେ ବୁଧଗ୍ରହ- କେବେ କେମିତି କେଉଁଠି ଜାଣନ୍ତୁ

କଲେଜ ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ -ଅଭିଯୁକ୍ତ ଗିରଫ

ଇଂଲଣ୍ଡର ଟେଷ୍ଟମ୍ୟାଚ ପୂର୍ବରୁ ବାରଣାସୀରେ କାଶୀ ବିଶ୍ୱନାଥଙ୍କ ଦର୍ଶନ କଲେ ଏହି ଅନ୍ତର୍ଜାତୀୟ କ୍ରିକେଟିୟର

ବେଗୁନିଆପଡା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ବଜାର ଭିତରେ ଗୁଳିମାରି ହତ୍ୟା ମାମଲା, ୫ଅଭିଯୁକ୍ତ ଗିରଫ

ବନ୍ଦ ହେବନି ପୁରୁଣା ୧୦୦, ୧୦ ଏବଂ ୫ ଟଙ୍କିଆ ନୋଟ୍‌, ପୂର୍ବଭଳି ଚଳିବ- ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ

ସମ୍‌ ଅଲ୍ଟିମେଟ ମେଡିକେୟାରରେ ଯୋଗ ଦେଲେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡଃ ପ୍ରଦୀପ କୁମାର ଦେ

ସିଙ୍ଘୁ ସୀମାରେ କଂଗ୍ରେସ ସାସଂଦ ରବନୀତ ସିଂ ବିଟ୍ଟୁଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ- କୃଷକ ଆନ୍ଦୋଳନରେ ସାମିଲ ହେବା ପାଇଁ ଯାଇଥିଲେ ସିଂଘୁ

ରାଜ୍ୟରେ ଶିଶୁ ଓ ମହିଳାଙ୍କ ବିରୁଦ୍ଧରେ ଅପରାଧ ରୋକିବା ପାଇଁ ପୋଲିସ ବିଭାଗରେ ହେବ ସ୍ବତନ୍ତ୍ର ଶାଖା , ୬୨ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ପ୍ରଦାନ

ପିପିଲିରେ ଖୁବ୍‌ ଶୀଘ୍ର ହେବ ବିଧାନସଭା ଉପ ନିର୍ବାଚନ- ନିର୍ବାଚନ କମିଶନ

ଓଡିଶାରେ୧୦ ଫୁଟିଆ ଟମାଟୋ ଗଛ!୬ଟି ଗଛରେ ଅମଳ ହେଲାଣି ୧ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଟମାଟୋ

୫୭ ବର୍ଷ ପରେ ଘରକୁ ଫେରିଲେ ଚରଣ -୧୩ ବର୍ଷ ବୟସରୁ ନିଖୋଜ ଥିଲେ,ବାଜା ବଜାଇ ସଙ୍ଖୋଳିନେଲେ ଗାଁଲୋକ

କୁହୁଡ଼ିରେ ହାତୀପଲ ବାଟବଣା କଇଁମୁଣ୍ଡି -ପଠାରେ ଫସିଲେ, ଦୁଇ ଡଙ୍ଗା କଚାଡ଼ି ଭାଙ୍ଗିଲେ