PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଗୋରୁ ବୋଝେଇ ଟ୍ରକ ଜବତ- ୪ ଗିରଫ, ଟ୍ରକ , ବୁଲେଟ ଜବତ

ବୋଲଗଡ (ଆପ୍ର): ଗୋରୁ ବୋଝେଇ ଟ୍ରକ କୁ ଜବତ କଲା ବୋଲଗଡ ପୋଲିସ | ଗୁରୁବାର ଭୋର ୪ଟା ସମୟରେ ଏକ ଗୋରୁ ଚୋରାଚାଲାଣ ହେଉଥିବା ଟ୍ରକ କୁ ପୋଲିସ ଜବତ କରିଛି |

ସୂଚନା ମୁତାବିକ ନାଇଟ ପାଟ୍ରୋଲିଙ୍ଗ ବେଳେ ପୋଲିସ ୫୭ ନମ୍ବର ଜାତୀୟ ରାଜପଥରୁ ଏହି ଗାଡିକୁ ଜବତ କରିଛି | ବୋଲଗଡ଼ ଅଂଚଳରେ ବେଆଇନ ଗୋରୁ ଚାଲାଣ ହେଉଥିବାର ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିଲା | ଟ୍ରକ ଟି ନୟାଗଡ଼ରୁ ଯଦୁପୁର ଆଡକୁ ଯାଉଥିବା ସୂଚନା ମିଳିଥିଲା | ତେବେ ଘଟଣାର ସ୍ଥଳରୁ ଏକ ଆଇଚର ଟ୍ରକ ନଂ -ଓଡି 25 ଇ 8259 ଓ ଏକ ବୁଲେଟ ନଂ -ଓଡି 11 ବି 9356 ସହ 19 ଟି ଗୋରୁ କୁ ଜବତ କରିଛି ବୋଲଗଡ଼ ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ ଗିରଫ କରିଛି | ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ସାହଜାତ ଅଲ୍ଲୀ ଖାଁ , ଦିବାକର ମହାନ୍ତି ଏସ କେ ଆଶିକ , ଆଜମତ ଅଲ୍ଲୀ ଖାଁ ।