PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

କୋଟିପତି ଏଫସିଆଇ କିରାଣୀ,ସିବିଆଇ ଚଢ଼ାଉ ବେଳେ ଘରୁ ବାହାରିଲା ୮ କିଲୋଗ୍ରାମ ସୁନା

ଭୋପାଳ,୩୦।୫: ଭୋପାଳରେ ଥିବା ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଫସିଆଇ) ର କିରାଣୀଙ୍କ ଠାରୁ ସିବିଆଇ ୨.୧୭ କୋଟି ଟଙ୍କା ଜବତ କରିଛି। କେବଳ ସେତିକି ନୁହେଁ ତାଙ୍କ ନିକଟରୁ ଆଠ କିଲୋଗ୍ରାମ ସୁନା ଜବତ କରାଯାଇଛି। ଚଢ଼ାଉ ବେଳେ ଏହା ଜବତ କରାଯାଇଥିଲା। ଚଢ଼ାଉ ବେଳେ ଅଭିଯୁକ୍ତ କିଶୋର ମୀନାଙ୍କ ଘରୁ ସିବିଆଇ ଏକ ବହୁତ ବଡ ଲକର ଏବଂ କରେନ୍ସି କାଉଣ୍ଟର ମେସିନ ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ ଗୁରୁଗ୍ରାମର ଏକ ସିକୁରିଟି କମ୍ପାନୀ ସିବିଆଇ ନିକଟରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। କମ୍ପାନୀ ଅଭିଯୋଗ କରିଥିଲା ଯେ ଏଫସିଆଇ ଅଧିକାରୀ ଲାଞ୍ଚ ପାଇଁ ତାଙ୍କ ବିଲ୍ ଅନୁଚିତ ଭାବରେ କାଟୁଛନ୍ତି। ଚଳିତ ବର୍ଷ ଜାନୁଆରୀରେ କ୍ୟାପଟେନ କପୁର ଆଣ୍ଡ ସନ୍ସ ନାମକ ଏହି କମ୍ପାନୀକୁ ମାସକୁ ୧୧.୩୦ ଲକ୍ଷ ଟଙ୍କା ମୂଲ୍ୟରେ ଏଫସିଆଇକୁ ସୁରକ୍ଷାକର୍ମୀ ଯୋଗାଇବା ପାଇଁ ଟେଣ୍ଡର ପ୍ରଦାନ କରାଯାଇଥିଲା।ସିବିଆଇ ଅଧିକାରୀ କହିବା ଅନୁସାରେ,ଏଫସିଆଇର ଆକାଉଣ୍ଟ ମ୍ୟାନେଜର କମ୍ପାନୀ ଉପରେ ପ୍ରତି ସ୍ୱୀକୃତ ବିଲ୍ ବିରୋଧରେ ୧୦ ପ୍ରତିଶତ ଅର୍ଥାତ୍ ମାସକୁ ପ୍ରାୟ ୧.୩୦ ଲକ୍ଷ ଟଙ୍କା ଦେବାକୁ କମ୍ପାନୀ ଉପରେ ଚାପ ପକାଉଥିଲେ।

ସମ୍ବନ୍ଧିତ ଖବର