ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ବାସ ଭବନରେ ସିବିଆଇ ରେଡ୍

ଭୁବନେଶ୍ବର ୧୮/୦୯: ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍। ଭୁବନେଶ୍ବର ୟୁନିଟ୍ ସ୍ଥିତ ସରକାରୀ ବାସଭବନରେ ରୋଡ୍ ଚାଲିଥିବା ସୂଚନା ମିଳିଛି। ସି- ସୋର ଲିଙ୍କ ଅଭିଯୋଗରେ ସିବିଆଇ ତାଙ୍କ ଘରେ ଚଢ଼ଉ କରିଥିବା ଜଣାପଡିଛି।

ଏଥି ସହିତ ତାଙ୍କ ଆଠଗଡ଼ ସ୍ଥିତ ନିଜସ୍ବ ଘର ଏବଂ ପଟିଆରେ ଥିବା ତାଙ୍କ ଭାଇଙ୍କ ଘରେ ସିବିଆଇର ଟିମ୍ ଚଢ଼ଉ କରିଥିବା ସୂଚନା ମିଳିଛି।କିଛି ଦିନର ଅନ୍ତରାଳ ପରେ ପୁଣି ଥରେ ସିବିଆଇର ବିଭିନ୍ନ ସ୍ଥାନରେ ରେଡ୍‌ ଜାରି ରହିଛି ।

   ସମ୍ବନ୍ଧିତ ଖବର


ବିଶ୍ୱ ସ୍ତରରେ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ରିଙ୍କୁ, ଯୋଗାସନରେ କଲେ ନୂଆ ରେକର୍ଡ

ଜୁଆ ଆଡ୍‌ଡା ଉପରେ ଚଢାଉ, ତିନି ଗିରଫ

ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପଥରରେ ପିଟି ହୋଇ ବାଇକ ଆରୋହୀ ମୃତ…

ହିରୋ ଲଞ୍ଚ କଲା ନୂଆ ଇଲେକ୍ଟ୍ରିକ ସ୍କୁଟର, ଫୁଲ୍ ଚାର୍ଜ କଲେ ଯିବ ୨୧୦ କିଲୋମିଟର

ଅନୁଗୁଳରେ ନିରାଡ଼ମ୍ବରରେ ଚାଲିଛି ମାଆଙ୍କର ମହାସପ୍ତମୀ ପୂଜା, କୋଭିଡ କଟକଣା ଭିତରେ 7 ଜଣଙ୍କୁ ନେଇ ହେଉଛି ପୂଜାବିଧି …

ଭଗାମୁଣ୍ଡାରେ କଣ୍ଟେନର ସହ ଟ୍ରକ ମୁହାଁ-ମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର