ସିବିଏସଇ ୧୦ମ ପରୀକ୍ଷାରେ ୪୯୯ ନମ୍ବର ରଖି ୧୩ ଜଣ ଛାତ୍ର ହେଲେ ଟପ୍ପର, ଜାଣନ୍ତୁ ପୁରା ଲିଷ୍ଟ

ନୂଆଦିଲ୍ଲୀ, ୬।୫: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ୍(ସିବିଏସ୍ଇ)ର ୧୦ମ ଶ୍ରେଣୀ  ପରୀକ୍ଷା ଫଳ ଘୋଷଣା କରାଯାଇଛି। ଫଳାଫଳ ସୋମବାର ମଧ୍ୟାହ୍ନରେ ପ୍ରକାଶ ପାଇଛି।  ଛାତ୍ରମାନେ ନିଜର ରେଜଲ୍ଟ  ସିବିଏସଇର ଓ୍ବେବସାଇଟ୍ cbseresult.nic.in ଓ cbse.nic.inରେ ଦେଖିପାରିବେ।
ଟପ୍ପର ତାଲିକାରେ ଅଛନ୍ତି ସିଦ୍ଧାନ୍ତ ପେନଗୋରିଆା, ଦିବ୍ୟାଶାଂ ବାଧଓ୍ବା, ଅଙ୍କୁର ମିଶ୍ର, ବତ୍ସଳ ଓ୍ବାର୍ସନେ, ମାନ୍ୟା, ଆର୍ୟନ ଝା, ତରୁ ଜୈନ, ଭାବନା ଏନ୍ ଶିବଦାସ, ଇର୍ଶ ମଦନ, ଦିବ୍ୟଜୋତ କୌର ଜଗି, ଅପୂର୍ବ ଜୈନ ଏବଂ ଶିବାନୀ ଲଥ

ଉଲ୍ଳେଖନୀୟ ଯେ ଏହା ପୂର୍ବରୁ ରବିବାର ମଧ୍ୟ ସିବିଏସଇ ୧୦ମ ଶ୍ରେଣୀ ରେଜଲ୍ଟ ଆସିବାର ସୂଚନା ମିଳିଥିଲା। ପରେ ସିବିଏସଇ ପିଆରଓ ରମା ଶର୍ମା ଏହାକୁ ଖଣ୍ଡନ କରିଥିଲେ। ସେଭଳି ଯଦି ଟପ୍ପରଙ୍କ ତାଲିକା ଦେଖିବା ତେବେ ଏଥର ମୋଟ ୫୦୦ ରୁ ୪୯୯ ନମ୍ବର ରଖିଛନ୍ତି ୨୩ ଜଣ ଛାତ୍ରଛାତ୍ରୀ। ସେମାନଙ୍କ ଭିତରେ ରହିଛନ୍ତି ୭ ଜଣ ପୁଅ ଓ ୬ ଜଣ ଝିଅ। ସେଭଳି ୨୫ ଜଣ ଛାତ୍ରୀ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

   ସମ୍ବନ୍ଧିତ ଖବର


ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗଇଙ୍କର ପରଲୋକ-ତିନିମାସ ତଳେ କରୋନା ଆକ୍ରାନ୍ତ ହୋଇଥିଲେ

ଚିରା ପାସପୋର୍ଟ ଯୋଗୁଁ ଏୟାରପୋର୍ଟରେ ଖୋଲିଗଲା ପତିଙ୍କ ରାଜ୍, ରାଗରେ ପତ୍ନୀ ନେଲେ ଏମିତି ନିଷ୍ପତ୍ତି…

ଜୀବିତ ଯୁବକଙ୍କ ପୋଷ୍ଟମର୍ଟମ ! ଆଉ ତା ପରେ…

କରୋନା:ଭାରତରେ ଟ୍ରାଏଲ୍‌ ଚାଲିଥିବା ଅକ୍ସଫର୍ଡ ଟିକା ୯୦ ପ୍ରତିଶତ ପ୍ରଭାବୀ

ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର,ଗସ୍ତ କାର୍ଯ୍ୟକ୍ରମ ରଦ୍ଦ କରି ଗୌହାଟି ପହଁଞ୍ଚିଲେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ

ପୁଣି ବଢିଲା ପେଟ୍ରୋଲ-ଡିଜେଲ୍ ଦାମ୍