PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ ଗିରଫ , ମମିତା ମର୍ଡର ମିଷ୍ଟ୍ରିର ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ
  • ||
  • ବଲାଙ୍ଗୀର: ମୁଖ୍ୟଅଭିଯୁକ୍ତ ଚମ୍ପଟ ପରେ ଜବତ କାରର ବଢ଼ିଲା ସୁରକ୍ଷା, ଗୋବିନ୍ଦଙ୍କ ପରେ କାରକୁ ଉଠାଇଥିଲା ପୁଲିସ
  • ||
  • ବଲାଙ୍ଗୀର : ଫେରାର୍ ଗୋବିନ୍ଦ ସାହୁକୁ ଧରିବା ପାଇଁ ବଢିଲା ପୁରସ୍କାର ରାଶି, ସୂଚନା ଦେଲେ ମିଳିବ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି
  • ||
  • ବଲାଙ୍ଗୀର: ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ, ଧରାଇ ଦେଲେ ଦିଆଯିବ ୨୦ ହଜାର ଟଙ୍କାର ପୁରଷ୍କାର
  • ||
  • ବ୍ରହ୍ମପୁର: ଗୋପାଳପୁର ଛକ ନିକଟରେ ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ ଓ ଦୁଇ ଜଣ ଆହତ
  • ||
  • ବଲାଙ୍ଗୀର: ମହାଲିଙ୍ଗ ମିନି ଷ୍ଟାଡିୟମରୁ ପୋତା ଯାଇଥିବା ମମିତା ମେହେରଙ୍କ ମୃତ ଦେହ ଉଦ୍ଧାର, ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହେବ।
  • ||
  • ରଙ୍ଗେଇଲୁଣ୍ଡା: ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳରେ ଜଣେ ଗୁରୁତର, ଦମ୍ପତ୍ତି ଆହତ
  • ||
  • ଟିକିଟି: ସିଦ୍ଧ ବାରାହୀ ପୀଠରୁ ଚୋରି, ଦେବୀଙ୍କ ପିତଳ ମୁକୁଟ (ପ୍ରାୟ ଦେଢ଼ କିଲୋ) ସହ ୨୦ ତୋଳାରୁ ଅଧିକ ରୁପା ଅଳଙ୍କାର ଚୋରି ଅଭିଯୋଗ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୯୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର : ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ନୀଳଗିରି: ନିଶ୍ଚିତପୁରରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
  • ||
  • ଜଳେଶ୍ବର: ଜଳେଶ୍ବର ଷ୍ଟେସନ ବଜାରସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢାଉ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ
  • ||

୮୯୦ କୋଟି ଟଙ୍କାର ଦ୍ବିତୀୟ ପର୍ଯ୍ୟାୟ କରୋନା ପ୍ୟାକେଜ୍ ଜାରି କଲେ କେନ୍ଦ୍ର ସରକାର

https://www.hindustantimes.com/

ନୂଆଦିଲ୍ଲୀ,୬।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ଗୁରୁବାର କେନ୍ଦ୍ରର ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟକୁ କୋଭିଡ୍-୧୯ ଜରୁରୀ ପ୍ରତିକ୍ରିୟା ଏବଂ ସ୍ବାସ୍ଥ୍ୟ ପ୍ରଣାଳୀ ପ୍ରସ୍ତୁତି ପ୍ୟାକେଜର ଦ୍ବିତୀୟ କିସ୍ତି ଭାବରେ ୮୯୦.୩୨ କୋଟି ଟଙ୍କା ଜାରି କରିଛନ୍ତି। ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟରେ ଦିଆଯାଇଥିବା ଆର୍ଥିକ ସହାୟତା ସେଠାର କୋଡିଭ-୧୯ ସମ୍ପର୍କିତ ସ୍ଥିତି ଆଧାରିତ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦ୍ବିତୀୟ କିସ୍ତିରେ ଆର୍ଥିକ ସାହାଯ୍ୟ ପାଇବାକୁ ଥିବା ଛତିଶଗଡ, ଝାଡଖଣ୍ଡ, ମଧ୍ୟ ପ୍ରଦେଶ, ଓଡିଶା, ରାଜସ୍ଥାନ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଗୋଆ, ଗୁଜରାଟ, କର୍ଣ୍ଣାଟକ, କେରଳ, ପଞ୍ଜାବ, ତାମିଲନାଡୁ, ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ମଣିପୁର, ମିଜୋରାମ ଓ ସିକ୍କିମ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ହଜାର ଟଙ୍କାର କୋଭିଡ୍-୧୯ ଜରୁରୀ ପ୍ରତିକ୍ରିୟା ଏବଂ ସ୍ବାସ୍ଥ୍ୟ ପ୍ରଣାଳୀ ପ୍ରସ୍ତୁତ ପ୍ୟାକେଜ୍ ଘୋଷଣା କରାଯାଇଥିଲା। ଆର୍ଥିକ ସହାୟତାର ଦ୍ବିତୀୟ କିସ୍ତିର ବ୍ୟବହାର ଯାଞ୍ଚ, ଆରଟି-ପିସିଆର, ଆରଏନଏ ସଂଗ୍ରହ କିଟ୍, ଟୁନେଟ୍ ଓ ସିବି-ନାଟ୍ ମେସିନ କିଣି ତାକୁ ସ୍ଥାପିତ କରିବା, ଉପଚାର ପାଇଁ ଭିତ୍ତିଭୂମିକୁ ମଜବୁତ କରିବା ଓ ଆଇସିୟୁରେ ବେଡର ସଂଖ୍ୟା ବଢାଇବା, ଅକ୍ସିଜେନ୍ ଜେନେଟର ସ୍ଥାପିତ କରିବା ଓ ଅକ୍ସିଜେନ୍ ସାନ୍ଦ୍ରକୋକୁ କିଣିବା ସହିତ ସାର୍ବଜନିକ ସ୍ବାସ୍ଥ୍ୟ ଢାଞ୍ଚାକୁ ମଜବୁତ କରିବା ପାଇଁ କରାଯିବ।

ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟକୁ ତିନି ହଜାର କୋଟି ଟଙ୍କାର ପ୍ରଥମ କିସ୍ତି ଅପ୍ରେଲରେ ଜାରି କରାଯାଇଛି। ଏହି ପ୍ୟାକେଜ ୫,୮୦,୩୪୨ ପୃଥକ ବେଡ୍, ଅକ୍ସିଜେନ୍ ସୁବିଧା ଉପକରଣ ୧,୩୬,୦୬୮ ବେଡ ଓ ୩୧,୨୫୫ ଆଇସିୟୁ ବେଡ୍ ଉପଲବ୍ଧ କରିବାରେ ସାହାର୍ଯ୍ୟ କରିବ। ମନ୍ତ୍ରଣାଳୟ କହିଛି ଯେ, ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟରେ ଏହି ଆର୍ଥିକ ସାହାର୍ଯ୍ୟରେ ୮୬,୮୮,୩୫୭ ଯାଞ୍ଚ କିଟ୍ ଓ ୭୯,୮୮,୩୬୬ ଭାଇଲ ଟ୍ରାନ୍ସପୋର୍ଟ ମିଡିଆ(ବିପିଏମ୍) କିଣିବା। ତାଙ୍କୁ ମାନବ ସଂସାଧକ ରୂପରେ ୯୬,୫୫୭ କର୍ମୀ ମିଳିଛନ୍ତି ଓ ୬,୬୫,୭୯୯ କର୍ମୀଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଇଛି।